ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସସିବିସି ସର୍ଭେ ପାଇଁ ତାଲିମ

ଡାବୁଗାଁ, ୨୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏସସିବିସି ସର୍ଭେ ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ସିଡିପିଓ ଗୀତାଞ୍ଜଳି ମହାରଣା, ଏବିଡିଓ ପଦ୍ମନାଭ ତ୍ରିପାଠୀ ଓ କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ୪ ଜଣ ସୁପରଭାଇଜର ଧନଞ୍ଜୟ ବଡଜେନା, ହେମନ୍ତ କୁମାର ପଣ୍ଡା, ଗୁପ୍ତ ପ୍ରସାଦ ନାଗ ଓ ଶ୍ରୀକାନ୍ତ ପଣ୍ଡା ଙ୍କ ସମେତ ୩୯ ଜଣ ଏଣୁମୁନେଟର ମାନେ ତାଲିମ ନେଇଥିଲେ | ମେ ମାସ ୧ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏସସିବିସି ସର୍ଭେ କରାଯିବ | ଏଥିରେ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ସହଯୋଗ କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Educationalist Professor Dr. Kalimulla is honored.

Sunil Chandra Nayak

ସ୍ଵତନ୍ତ୍ର ବିଦ୍ୟାଳୟ ଆଶା କିରଣ କୁ ପରି ଦର୍ଶନ କଲେ ଜିଲ୍ଲାପାଳ 

Sunil Chandra Nayak

ନର୍ଲାର ବୁଢିପଦରରେ ସଡ଼କ ଦୁର୍ଘଟଣା: ୨ଜଣ ଗୁରୁତର

masiha

Leave a Comment

error: Content is protected !!