ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ୨ ଗୋରୁ ମୃତ୍ୟୁ

ବନ୍ଧୁଗାଁ ତା,୨୯/୪/୨୩ ଅଦିନିଆ ବର୍ଷାରେ ହୋଉଥିବା ବିଜୁଳି ଘଡଘଡ଼ି ସହ ସ୍ତାନେ ସ୍ତାନେ ବଜ୍ରପାତ  ହେଉଥିବାର ଦେଖିବାକୁ ମିଳିଛି I ଆଜି ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଜାଗୁଡ଼ା ଗ୍ରାମରେ ବଜ୍ରପାତରେ ୨ ଗୋରୁ ମୃତ୍ୟୁ ହୋଇଥିବାର ଦେଖୁବାକୁ ମିଳିଛି I ୨ ଗାଈ ହେଲା ଜାଗୁଡା ଗ୍ରାମର ବିସିନାଥ ହାରେକା ଓ କାମେୟା ହାରେକା ୨ ଜଣଙ୍କ ଗୋଟିଏ ଲେଖାଏଁ ମରିଥିବାର ସୂଚନା ମିଳିଛି I ୨ ବଳଦ ମୃତ୍ୟୁ ବିଷୟରେ ବନ୍ଧୁଗାଁ ପ୍ରାଣୀ କେନ୍ଦ୍ରରେ ଲିଖିତ ଭାବରେ ଜଣାଇଥିବାରୁ ଉକ୍ତ ସ୍ଥାନକୁ ପ୍ରାଣୀ ଅଧିକାରି ସୁଧାକୋର ହୁଇକା ଓ ବି. ଭି. ଓ ଦୁର୍ଗା ପ୍ରସାଦ ହୋତା ୨ ବଳଦ ବ୍ୟବଛେଦ କରି ଗାଈର ସାହୁକାରଙ୍କୁ ପ୍ରଦାନ କରିଥିଲେ I ଆଜିକାଲି ବର୍ଷା ଅଳ୍ପ ଅଳ୍ପ ହୋଉଥିବାରୁ ଚାଷ ଜମିରେ ହଳ ଲଙ୍ଗଳ କରୁଥିଲେ ବର୍ତ୍ତମାନ ହଳ ଲଙ୍ଗଳ କରିବା ପାଇଁ ୨ ବ୍ୟକ୍ତି ଚିନ୍ତାରେ ପଡି ଦୁଃଖ ରେ ଭାଙ୍ଗି ପଡିଛନ୍ତି I ଉକ୍ତ ବିଷରେ ଜାଗୁଡା ଆର ଆଇ ମୃତ ବଳଦର  ତଦନ୍ତ ପରେ ସରକାର ପକ୍ଷରୁ କିଛି ସହାୟତା  ମିଳିପାରେ ବୋଲି କହିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଏକ ପେଡ ମା କେ ନାମ ୩.୦ କାର୍ଯ୍ୟକ୍ରମ 

Sunil Chandra Nayak

ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମରଗାଥା ମଂଚସ୍ଥ

Sunil Chandra Nayak

୪୨ ମୌଜା ଧୂଳିସ୍ଵର ଗ୍ରାମ ରଥ ଯାତ୍ରାରେ ଯୋଗଦେଲେ ବିଧାୟକ 

masiha

Leave a Comment

error: Content is protected !!