ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମାନିତ ହେଲେ ମୂଳ ନିବାସୀ ଦଳିତ ସେବାସଙ୍ଘ ର ସଭାପତି ଓ ସମାଜସେବୀ 

କାମାକ୍ଷାନଗର -(ମ ନି ସ)3/5/23// ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ସମ୍ମାନିତ ହେଲେ ମୂଳ ନିବାସୀ ଦଳିତ ସେବାସଙ୍ଘ ର ସଭାପତି ଓ ସମାଜ ସେବି ଭିକାରି ଚରଣ ନାୟକ। ଗତ ଦୁଇ ଦିନ ତଳେ ଭୁବେନେଶ୍ୱର ସ୍ଥିତ ଗାନ୍ଧୀ ମଣ୍ଡପ ଠାରେ ରି ପବ୍ଲିକ ଓଡିଶା ନେ୍ୱେଷ ଚାନେଲ ତରଫରୁ ସମ୍ମାନିତ କରାଯାଇଥିଲା। ତାଙ୍କର ହୃଦୟ ସବୁବେଳେ ଗରିବ ଦଳିତ ନିରୀହ ଲୋକ ମାନଙ୍କୁ ସାହାଯ୍ୟ କରିବା , ସମସ୍ତ ଙ୍କର ଦୁଃଖ ସୁଖ ରେ ଛିଡା ହୋଇ ସାହାଯ୍ୟର ହାତ ବଢ଼ାଇଥାନ୍ତି ନିଜ ଜୀବନ ରେ ଯେତେ ଅସୁବିଧା ହେଲେ  ସୁଦ୍ଧା କେବେ ଵି ନିଜ କର୍ତ୍ତବ୍ୟ କୁ ପ୍ରାଧ୍ୟାନ ଦେଇ ଆସିଛନ୍ତି ସେ କୁହନ୍ତି ଜେ ମନୁଷ୍ୟ ସେବା ହିଁ ପ୍ରକୃତ ମାଧବ ସେଵା ସମାଜ ପାଇଁ ଏମିତି ସେ କରି ଆସୁଥିବେ ତାଙ୍କ ର ଅନେକ ଗୁଡିଏ କାମ ଆଗାମୀ ଦିନ ରେ ପ୍ରେରଣାଦାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି lତାଙ୍କର ଏପରି କାର୍ଯ୍ୟକୁ ଜନସାଧାରଣରେ ବେସେ ପ୍ରଶଂସା କରାଯାଉଛି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସରକାରୀ ସହାୟତା ଅପେକ୍ଷାରେ ୭୦ ବର୍ଷର ବୃଦ୍ଧ 

masiha

ବାଣପୁର ଅଞ୍ଚଳର ବରିଷ୍ଟ ରାଜନେତା ତଥା ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ସ୍ମୁତିଚାରଣ ସଭା

Sunil Chandra Nayak

ଏକତ୍ର ର ସ୍ବାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!