ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମାନିତ ହେଲେ ମୂଳ ନିବାସୀ ଦଳିତ ସେବାସଙ୍ଘ ର ସଭାପତି ଓ ସମାଜସେବୀ 

କାମାକ୍ଷାନଗର -(ମ ନି ସ)3/5/23// ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ସମ୍ମାନିତ ହେଲେ ମୂଳ ନିବାସୀ ଦଳିତ ସେବାସଙ୍ଘ ର ସଭାପତି ଓ ସମାଜ ସେବି ଭିକାରି ଚରଣ ନାୟକ। ଗତ ଦୁଇ ଦିନ ତଳେ ଭୁବେନେଶ୍ୱର ସ୍ଥିତ ଗାନ୍ଧୀ ମଣ୍ଡପ ଠାରେ ରି ପବ୍ଲିକ ଓଡିଶା ନେ୍ୱେଷ ଚାନେଲ ତରଫରୁ ସମ୍ମାନିତ କରାଯାଇଥିଲା। ତାଙ୍କର ହୃଦୟ ସବୁବେଳେ ଗରିବ ଦଳିତ ନିରୀହ ଲୋକ ମାନଙ୍କୁ ସାହାଯ୍ୟ କରିବା , ସମସ୍ତ ଙ୍କର ଦୁଃଖ ସୁଖ ରେ ଛିଡା ହୋଇ ସାହାଯ୍ୟର ହାତ ବଢ଼ାଇଥାନ୍ତି ନିଜ ଜୀବନ ରେ ଯେତେ ଅସୁବିଧା ହେଲେ  ସୁଦ୍ଧା କେବେ ଵି ନିଜ କର୍ତ୍ତବ୍ୟ କୁ ପ୍ରାଧ୍ୟାନ ଦେଇ ଆସିଛନ୍ତି ସେ କୁହନ୍ତି ଜେ ମନୁଷ୍ୟ ସେବା ହିଁ ପ୍ରକୃତ ମାଧବ ସେଵା ସମାଜ ପାଇଁ ଏମିତି ସେ କରି ଆସୁଥିବେ ତାଙ୍କ ର ଅନେକ ଗୁଡିଏ କାମ ଆଗାମୀ ଦିନ ରେ ପ୍ରେରଣାଦାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି lତାଙ୍କର ଏପରି କାର୍ଯ୍ୟକୁ ଜନସାଧାରଣରେ ବେସେ ପ୍ରଶଂସା କରାଯାଉଛି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁଗାଁରେ ପରବ ପ୍ରସ୍ତୁତି ବୈଠକ 

Sunil Chandra Nayak

କେନ୍ଦୁପତ୍ର ଫଡ଼ିରେ ଶିଶୁଶ୍ରମିକ , ସତ କହିବାରୁ ମୁନ୍ସୀ ପଦବୀରୁ ନିଲମ୍ବିତ

ବିଦ୍ୟାଳୟ ପାଚେରି ନିର୍ମାଣ କାର୍ଯ୍ୟ ରେ ଶିଶୁ ଶ୍ରମିକ,ସବୁ ଦେଖି ଅଧିକାରୀ ଙ୍କ ପାଟି ଚୁପ୍       

Leave a Comment

error: Content is protected !!