ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଶାଖୀ ମେଳାରେ ଲାଇଫ୍ ଚେଞ୍ଜିଙ୍ଗ୍ ନ୍ୟୁଟ୍ରିସନ୍ ପକ୍ଷରୁ ଜନସଚେତନତା ବାର୍ତା

ଢେଙ୍କାନାଳ, ୩/୫ : ବୈଶାଖୀ ମେଳାରେ ଲାଇଫ୍ ଚେଞ୍ଜିଙ୍ଗ୍ ନ୍ୟୁଟ୍ରିସନ୍ ତରଫରୁ ବିଭିନ୍ନ ରୋଗରୁ ମୁକ୍ତ ହେବା ପାଇଁ ସଚେତନତା ବାର୍ତା ଦେଇଛନ୍ତି । ଓଜନ ହ୍ରାସ, ଓଜନ ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ହିଁ ସଂପଦ ବୋଲି ସଦସ୍ୟମାନେ ମେଳାରେ ଉପସ୍ଥିତ ଥିବ। ଜନସାଧାରଣଙ୍କୁ ଜଣାଇଛନ୍ତି । ଏହି ସଚେତନତା ସମୟରେ କୋଚ୍ ରଣଜିତ୍ ଭିଶାଲ୍, ଗଣେଶ ଜୁଏଲାରୀ ମାଲିକ ରାଜେଶ୍ କୁମାର ସୋନୀ, କୁନିଲତା ବେହେରା, ସସ୍ମିତା ବେହେରା, ମଧୁସ୍ମିତା ବେହେରା, ପ୍ରଶାନ୍ତ ମହାନ୍ତି, ସବିତା ମହାନ୍ତି, ଦେବସ୍ମିତା ପଟ୍ଟନାୟକ, ସମରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ସାହୁ, ସୋନାଲି ସ୍ବାଇଁ, ସନ୍ତୋଷ ବେହେରା, ବିଶ୍ବରଞ୍ଜନ ରାଏ, ମାନସୀ ରାଏ, ରଶ୍ମିରେଖା ଦାସ, ପ୍ରିୟତମା ମିଶ୍ରଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ ପାଳନ

Sunil Chandra Nayak

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ 

masiha

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କୀତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ 

masiha

Leave a Comment

error: Content is protected !!