ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି 

କାମାକ୍ଷାନଗର -(ମନିସ )15/5/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ସରୋଜ କୁମାର ସେଠି ନିଜେ ଉପସ୍ଥିତ ରହି ପ୍ରତ୍ୟେକ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ।ବିଶେଷ ଭାବରେ ଭତ୍ତା,ଆବାସ ଯୋଜନାରେ ଘର,ରାସ୍ତା,ମେଡିକାଲ ଚିକିତ୍ସା ଭଳି ଅଭିଯୋଗ ଆସିଥିଲା।ମେଡିକାଲରେ ଚିକିତ୍ସା ପାଇଁ ତୁରନ୍ତ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।୭୫ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ କିଛି ସମସ୍ୟାର ସମାଧାନ ହୋଇଥିବା ବେଳେ ଆଉ କିଛି ବିଭାଗିୟ ଅଧିକାରିଙ୍କୁ ସମାଧାନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା।ଏହି ଶୁଣାଣିରେ ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଓ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ 

masiha

ରୁପ୍ରାଠାରେ ଡମ୍ୱ ସମାଜ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଚକ୍ରଧରପୁର ରେଳବାଇ ଡିଆରଏମଙ୍କ ବକ୍ତବ୍ୟକୁ ରାଉରକେଲା ବିକାଶ ମଞ୍ଚର ବିରୋଧ

Leave a Comment

error: Content is protected !!