ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦେ ଭାରତ ଏକ୍ସପ୍ରେସ କୁ ସ୍ୱାଗତ

ଜୁନାଗଡ଼,୧୮/୫(ନି.ପ୍ର) ଜୁନାଗଡ଼ ରେଳ ଷ୍ଟେସନ ରେ ପୁରୀ ହାବଡା ବନ୍ଦେଭାରତ ଏକ୍ସପ୍ରେସ କୁ ସ୍ୱାଗତ କରାଯାଇଥିଲା।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହୁପ୍ରତିକ୍ଷିତ ଏକ୍ସପ୍ରେସକୁ ଆଭାସି ମାଧ୍ୟମରେ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ଷ୍ଟେସନ ମାଷ୍ଟର ଏବଂ ଜୁନାଗଡ଼ ସହରବାସୀ ଉପସ୍ଥିତରହିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଉତ୍କେଲା ଡାକ୍ତରଖାନା ରେ ବିଦ୍ବୁତ ସମସ୍ୟା , କାମରେ ଲାଗୁନି ବହୁମୁଲ୍ୟ ଯନ୍ତ୍ରପାତି

Sunil Chandra Nayak

ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଭୂମି କୁ ଷ୍ଟଡି ଟୁର୍ ରେ ପହଞ୍ଚିଲେ ପଶ୍ଚିମବଙ୍ଗ ର ତିନଟି କଲେଜର ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!