ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦେ ଭାରତ ଏକ୍ସପ୍ରେସ କୁ ସ୍ୱାଗତ

ଜୁନାଗଡ଼,୧୮/୫(ନି.ପ୍ର) ଜୁନାଗଡ଼ ରେଳ ଷ୍ଟେସନ ରେ ପୁରୀ ହାବଡା ବନ୍ଦେଭାରତ ଏକ୍ସପ୍ରେସ କୁ ସ୍ୱାଗତ କରାଯାଇଥିଲା।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହୁପ୍ରତିକ୍ଷିତ ଏକ୍ସପ୍ରେସକୁ ଆଭାସି ମାଧ୍ୟମରେ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ଷ୍ଟେସନ ମାଷ୍ଟର ଏବଂ ଜୁନାଗଡ଼ ସହରବାସୀ ଉପସ୍ଥିତରହିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବାରିପଦା ଠାରେ “ଲକ୍ଷପତି ଦିଦି ” ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

masiha

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

Sunil Chandra Nayak

ବର୍ଷାରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଭୁସୁଡି ପଡିଲା ବିଦ୍ୟାଳୟ ପାଚେରୀ 

masiha

Leave a Comment

error: Content is protected !!