ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରଣଯନ୍ତା ପାଲଟିଛି କାମାକ୍ଷାନଗରଠାରୁ କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା

-କାହଁକି କାମ ସରିଲା ପରେ ସୁରକ୍ଷା ବାଡ଼ ଦେଉନାହାନ୍ତି ଠିକାଦାର
-ନିୟମଦୃଷ୍ଟି ରୁ କାମ ସାରି ସେଠାରେ ନାଲିଫିତା ଦେଇ ଲୋକମାନଙ୍କୁ ସୁରକ୍ଷା ଦେବା କଥା
-କିନ୍ତୁ ସୁରକ୍ଷା ବଦଳରେ ଏଠି ମଝୀ ରାସ୍ତା ରେ ପଡୁଛି ବାଲି ମେଣ୍ଟାଲ 
-ଏଠି ଠିକାଦାର ଲୋକମାନଙ୍କ ଜୀବନକୁ ନେଇ ବେପାର କରୁନାହାନ୍ତି ତ
-ଯଦି ଠିକାଦାର ଏଠି ବେପାର କରୁନାହାନ୍ତି ତାହେଲେ ରାତିରେ ରାସ୍ତା ରେ ବାଲି ମେଣ୍ଟାଲ ପକାଉଛନ୍ତି କାହିଁକି???

କାମାକ୍ଷାନଗର (ମନିସ )14/7/23 // 

ୟେ ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରୁ କଙ୍କଡ଼ାହାଡ଼ ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ର କଥା l ଏଠାରେ ପ୍ରଶ୍ନ ଉଠୁଛି କି ଯଦି ଲୋକମାନଙ୍କ ସୁରକ୍ଷା ପାଇଁ ଠିକାଦାର କିଛିବି ସାମଗ୍ରୀ ଦେଉନାହାନ୍ତି ତାହେଲେ ସୁପରଭାଇଜର ରାତିରେ ମନଇଚ୍ଛା ବାଲିମେଣ୍ଟାଲ ମଝି ରାସ୍ତା ରେ ପକାଉଛନ୍ତି କାହିଁକି.? ଯଦିପକେଇଲେ ରାସ୍ତାରେ ନାଲି ପତାକା ବା ନାଲିରଙ୍ଗର ଫିତା ବାନ୍ଧି ନାହାନ୍ତି କାହିଁକି ?ଲୋକଙ୍କ ସୁରକ୍ଷା ପାଇଁ ଏତିକି କରିବାର କଣ ନିୟମ ନାହିଁ କି ?ଦେଖିବାକୁ ବାକିରହିଲା ପ୍ରଶାସନ ଏଥିପାଇଁ କଣ ପଦକ୍ଷେପ ନେଉଛନ୍ତି l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜପୁର ସାଧନ କେନ୍ଦ୍ରଠାରେ ଗୁରୁ ଦିବସ ପାଳିତ

masiha

ରାଉରକେଲାର ଜନଜାତି ସଂଗ୍ରହାଳୟ ପରିଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

Sunil Chandra Nayak

ମୟୂରୀ ଥିମ୍ ସଙ୍ଗ ଲୋକାର୍ପିତ  ଗୀତ ସଂଗୀତ ଓ ଗାୟନ ଶୈଳୀ ଉପସ୍ଥିତ ଦର୍ଶକ ଙ୍କ ପ୍ରଶଂସା

Sunil Chandra Nayak

Leave a Comment

error: Content is protected !!