ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାଟ୍ରିକ ପାସ ହାର 98 ପ୍ରତିଶତ :ଅଭିନବ କୁମାର 93.33 ରଖି ବ୍ଲକ ଟପ୍ପର 

ତେନ୍ତୁଳିଖୁଣ୍ଟି ୧୮/୦୫/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର କୋଡିଏ ଟି ଉଚ୍ଚ ବିଦ୍ୟାଳୟର 1261 ଜଣ ମାଟ୍ରିକ ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବା ବେଳେ 1244 ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ 1221 ଜଣ ପାସ ହୋଇଛନ୍ତି। 23 ଜଣ ଫେଲ ହୋଇଛନ୍ତି। A1 ଗ୍ରେଡ ରେ ତିନି ଜଣ ,A 2 ରେ 134 ଜଣ B 1 ରେ 431 B2 ରେ 387 C ଗ୍ରେଡ ରେ 190 ଓ D ଗ୍ରେଡ ରେ 52 ଜଣ ପାସ ହୋଇଛନ୍ତି।ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଖାତିଗୁଡା ର ଅଭିନବ କୁମାର 93.3 3ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି। ସେହି ବିଦ୍ୟାଳୟ ର ତନ୍ମୟ ପଣ୍ଡା 90 ପ୍ରତିଶତ ରଖି ଛନ୍ତି ଓ ଶାଶ୍ୱତ ନାୟକ ମଧ୍ୟ 90 ପ୍ରତିଶତ ନମ୍ବର ରଖି ଛନ୍ତି। ବ୍ଲକ ରେ ଏହି ତିନି ଜଣ ହିଁ A 1 ଗ୍ରେଡ ପାଇ ଛନ୍ତି। ବ୍ଲକ ରେ ଅଞ୍ଚଳଗୁମ୍ମା ରେ 13 ଜଣ ଫେଲ ଓ ସବୁଠୁ ଖରାପ ଫଳ। ପାସ ହାର ରେ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସଙ୍ଗୀତମ ନୃତ୍ଯ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତମ ଉତ୍ସବ -୨୦୨୫ ଅନୁଷ୍ଠିତ 

masiha

ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର

masiha

ଚିଲକପୁର ବସଷ୍ଟାଣ୍ଡ ରେ ମଟର ସାଇକେଲ ଦୁର୍ଘଟଣା ୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!