ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାଟ୍ରିକ ପାସ ହାର 98 ପ୍ରତିଶତ :ଅଭିନବ କୁମାର 93.33 ରଖି ବ୍ଲକ ଟପ୍ପର 

ତେନ୍ତୁଳିଖୁଣ୍ଟି ୧୮/୦୫/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର କୋଡିଏ ଟି ଉଚ୍ଚ ବିଦ୍ୟାଳୟର 1261 ଜଣ ମାଟ୍ରିକ ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବା ବେଳେ 1244 ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ 1221 ଜଣ ପାସ ହୋଇଛନ୍ତି। 23 ଜଣ ଫେଲ ହୋଇଛନ୍ତି। A1 ଗ୍ରେଡ ରେ ତିନି ଜଣ ,A 2 ରେ 134 ଜଣ B 1 ରେ 431 B2 ରେ 387 C ଗ୍ରେଡ ରେ 190 ଓ D ଗ୍ରେଡ ରେ 52 ଜଣ ପାସ ହୋଇଛନ୍ତି।ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଖାତିଗୁଡା ର ଅଭିନବ କୁମାର 93.3 3ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି। ସେହି ବିଦ୍ୟାଳୟ ର ତନ୍ମୟ ପଣ୍ଡା 90 ପ୍ରତିଶତ ରଖି ଛନ୍ତି ଓ ଶାଶ୍ୱତ ନାୟକ ମଧ୍ୟ 90 ପ୍ରତିଶତ ନମ୍ବର ରଖି ଛନ୍ତି। ବ୍ଲକ ରେ ଏହି ତିନି ଜଣ ହିଁ A 1 ଗ୍ରେଡ ପାଇ ଛନ୍ତି। ବ୍ଲକ ରେ ଅଞ୍ଚଳଗୁମ୍ମା ରେ 13 ଜଣ ଫେଲ ଓ ସବୁଠୁ ଖରାପ ଫଳ। ପାସ ହାର ରେ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅବସରପ୍ରାପ୍ତ ଶିକ୍ଷକ ଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

masiha

୧- ଛଦେଶ ମାଟିର ସୁଯୋଗ୍ୟ ସନ୍ତାନ,ଲଢୁଆ ପୁଅ ତଥା ଯୁବ ସାମ୍ବାଦିକ – ମହେଶ୍ୱର ସାହୁ , ୨-ଇନ୍ଦ୍ରଜିତଙ୍କ ଅତିଭୌତିକ ଗଳ୍ପ ସଙ୍କଳନ ‘ଇନ୍ଦ୍ରଜାଲ’ ଉନ୍ମୋଚିତ,୩- ଗଁଦିଆରେ ଶିକ୍ଷକମାନଙ୍କୁ ନେଇ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଅନୁଷ୍ଠିତ, ୪- ଦୁର୍ଘଟଣାରେ ବୃଦ୍ଧା ମୃତ । କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ,୫- ରାମେଶ୍ୱର ମନ୍ଦିର ପରିଚାଳନା କମିଟି ବୈଠକ , ୬-ଶିଶୁ ଶ୍ରମିକ ନିରୋଧ ସଚେତନତା କାଯ୍ୟକ୍ରମ, ୭- ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ , ୮- ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ., ୯- ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ସ୍ମୃତିରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’, ୧୦- ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍‌. ଏସ୍‌. ଗୋପାଳନ , ୧୧- ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ଅବ୍ୟବସ୍ତା , ୧୨- ଅଜଣା ଗାଡି ଧକାରେ ୧୫ ରୁ ଉର୍ଧ ଗୋରୁ ମୃତ୍ୟୁ, ୧୩- ପସାସିଂହ ଗ୍ରାମରରେ ବିଦ୍ୟୁତ ସଟ ସର୍କିଟରେ ଜଳିଗଲା ଘର ଓ ଆସବାହ ପତ୍ର ,୧୪- ମହିଷା ପାଟ ନିକଟ କୁବୋଟାରେ ଚାଷି ସମାବେଶ., ୧୫- ଶିକ୍ଷକ ବଦଳିକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ , ୧୬- ହାତୀ-ମଣିଷ ସହବସ୍ଥାନ ନେଇ ଆଲୋଚନାଚକ୍ର , ୧୭-ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଭାଗବତ ସପ୍ତାହ ଓ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ , ୧୮- କାମାକ୍ଷାନଗରରେ ଦଶହରା ପ୍ରସ୍ତୁତି ବୈଠକ

Sunil Chandra Nayak

ବୋରିଗାଁ ରେ ଦୀର୍ଘବର୍ଷ ପରେ ବାଲିଯାତ୍ରା ହେଲା ଉଦଘାଟନ

Sunil Chandra Nayak

Leave a Comment

error: Content is protected !!