ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧାବୀ ଛାତ୍ର ଓମ୍ ପ୍ରକାଶ ଦେବତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା 

କଟକ : କଟକ ସଦର ଵୟାଳିଶମୌଜା ବେଣ୍ଟକାର ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ତଥା ବଉଳକୁଦ ନିବାସୀ ଧର୍ଯ୍ୟଧର ଦେବତା ଓ ସସ୍ମିତା ପତିଙ୍କ ପୁତ୍ର ଓମ୍ ପ୍ରକାଶ ଦେବତା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ହାଇସ୍କୁଲ ସାର୍ଟଫିକେଟ ପରୀକ୍ଷାରେ ୫୨୬ ମାର୍କ ରଖି ଏ – ୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ମେଧା ପ୍ରତିଭାଙ୍କୁ ବିଭିନ୍ନ ସଙ୍ଗଠନ,ସ୍ଥାନୀୟ ଅଧିବାସୀ ମାନଂକ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯିବା ସହ ତାଙ୍କର ଉତରୋତ୍ତର କାମନା କରାଯାଇଛି।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ରାଜପଥରେ ଭୁଞ୍ଜିଆ ଦମ୍ପତି ସାଜିଥିଲେ ରାଜ ଅତିଥି , ଭୋଜି ଦେଇ ଶୁଦ୍ଧି ହୋଇ ସମାଜରେ ମିଶିଲେ

Sunil Chandra Nayak

ଓକିଲ ସଂଘ ନିର୍ବାଚନ : ସିରାଜ ସଭାପତି , ତପନ ସମ୍ପାଦକ 

masiha

ନିର୍ମାଣର କିଛି ଦିନ ମଧ୍ୟରେ ରାସ୍ତା ଫାଟି ଆଁ କରିତକର୍ମା ଠିକାଦାରଙ୍କ ନିମ୍ନମାନର କାମ

Leave a Comment

error: Content is protected !!