ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘର ଭାଙ୍ଗି ଧାନ ଖାଇଲା ହାତୀ

ଗତରାତିରେ ନୂଆପଡା ଜିଲ୍ଲା କୋମନା ବ୍ଲକର ବିଭିନ୍ନ ଗାଁରେ ହାତୀ ଆତଙ୍କ ଦେଖା ଦେଇଛି । ଗୋଟିଏ ବଣୁଆ ହାତୀ ଆସି ସାରସମାଲ ଗାଁର ଗୁରୁବାରୁ ଶବରଙ୍କ ଘର ଭାଙ୍ଗି ଘରେ ଥିବା ଧାନ ଖାଇ ଦେଇଛି । ପୁଣି ବାଲିପାଟି ଗାଁର ଜଣକ ଘର ଭାଙ୍ଗିଛି । ହାତୀଟି ଏବେ ନୂଆପଡା-କୋମନା ରେଞ ସୀମାନ୍ତ ଲଙ୍କେଶ୍ବରୀ ସଂରକ୍ଷିତ ଜଙ୍ଗଲରେ ଅଛି । ଧନଜୀବନ ସୁରକ୍ଷା ଓ ହାତୀର ସୁରକ୍ଷା ପାଇଁ ବନ ବିଭାଗ,ଏଲିଫେଣ୍ଟ ସ୍କ୍ବାଡ ନିୟୋଜିତ ଅଛନ୍ତି ।ହାତୀଟି ପାଗଳ ହାତୀ ହୋଇ ଥିବା ବନ ବିଭାଗ ସୂଚନା ଦେଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଲାବଣ୍ୟମୟୀ ମୌସୁମୀ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ତୁମର ସେ ଆଖି

ସାପ୍ତାହିକ ହାଟରେ ଘୋଲଦହି ବାଣ୍ଟିଲେ ଯୁବାମଞ୍ଚ କାର୍ଯ୍ୟକର୍ତା

Leave a Comment

error: Content is protected !!