ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘର ଭାଙ୍ଗି ଧାନ ଖାଇଲା ହାତୀ

ଗତରାତିରେ ନୂଆପଡା ଜିଲ୍ଲା କୋମନା ବ୍ଲକର ବିଭିନ୍ନ ଗାଁରେ ହାତୀ ଆତଙ୍କ ଦେଖା ଦେଇଛି । ଗୋଟିଏ ବଣୁଆ ହାତୀ ଆସି ସାରସମାଲ ଗାଁର ଗୁରୁବାରୁ ଶବରଙ୍କ ଘର ଭାଙ୍ଗି ଘରେ ଥିବା ଧାନ ଖାଇ ଦେଇଛି । ପୁଣି ବାଲିପାଟି ଗାଁର ଜଣକ ଘର ଭାଙ୍ଗିଛି । ହାତୀଟି ଏବେ ନୂଆପଡା-କୋମନା ରେଞ ସୀମାନ୍ତ ଲଙ୍କେଶ୍ବରୀ ସଂରକ୍ଷିତ ଜଙ୍ଗଲରେ ଅଛି । ଧନଜୀବନ ସୁରକ୍ଷା ଓ ହାତୀର ସୁରକ୍ଷା ପାଇଁ ବନ ବିଭାଗ,ଏଲିଫେଣ୍ଟ ସ୍କ୍ବାଡ ନିୟୋଜିତ ଅଛନ୍ତି ।ହାତୀଟି ପାଗଳ ହାତୀ ହୋଇ ଥିବା ବନ ବିଭାଗ ସୂଚନା ଦେଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶହୀଦ ବାଜିରାଉତଙ୍କ ଜନ୍ମ ତିଥି ଠାରୁ ପୁଣ୍ୟ ତିଥି ପର୍ଯ୍ୟନ୍ତ ଆପ୍ ର ଜନ ସମ୍ପର୍କ ଯାତ୍ରା

Sunil Chandra Nayak

ରାସ୍ତା ଖଣ୍ଡିକ ସାତ ସପନ; ଆଗ ପୋଲ ପରେ ରାସ୍ତା: ମୁନିଗୁଡା ପଡ଼ାବାସୀ।

ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ  

Sunil Chandra Nayak

Leave a Comment

error: Content is protected !!