ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳଙ୍କ ବୋଡେ଼ନ ବ୍ଲକ ପରିଦର୍ଶନ

ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟାଦେଵ ସିଂ ଦିନିକିଆ ଗସ୍ତରେ ବୋଡେ଼ନ ବ୍ଲକ ର ଚାରିଟି ସ୍କୁଲରେ ଚାଲୁଥିବା ୫ଟି କାର୍ଯ୍ୟ କୁ ପରିଦର୍ଶନ କରିଛନ୍ତି । କେଶରାଜପୁର ଆଦର୍ଶ ବିଦ୍ୟାଳୟ, ଜନଶକ୍ତି ହାଇ ସ୍କୁଲ ଖଇରା, ଡୋମଝର, ସୁନାପୁର ବିଦ୍ୟାଳୟ ମାନଙ୍କ ରେ ଚାଲୁଥିବା 5T ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ । ଏଥିରେ ବୋଡେ଼ନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ, ଏଇ ସନ୍ତୋଷ ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ, ଆଦର୍ଶ ବିଦ୍ୟାଳୟ କେଶରାଜପୁର ର ଅଧ୍ୟକ୍ଷ ନରୋତ୍ତମ ବାଗ ତଥା ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ହୋଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଏସ ଓ ଜି ର ସର୍ଚ୍ଚ ଅପରେସନ ରେ ମାଓବାଦୀ ଙ୍କ ଛତ୍ରଭଙ୍ଗ , ମାଓ ସାମଗ୍ରୀ ଓ କ୍ୟାମ୍ପ ଠାବ 

Sunil Chandra Nayak

ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ: ଅକ୍ଷର ବ୍ରହ୍ମ ଯୋଗ

Sunil Chandra Nayak

ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ ଓ ଗାଇଡ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!