ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତଣ୍ଡାଗୁଡାରେ ସଡ଼କ ଦୁର୍ଘଟଣାରେ ମୃତ ଦାମ୍ପତିଙ୍କ ପରିବାରକୁ ଆର୍ଥିକ ସହାୟତା

ପାପଡାହାଣ୍ଡି,3/6, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦମ୍ପତିଙ୍କୁ ଶନିବାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ରେଡ଼କ୍ରସ ତରଫରୁ ତହସିଲଦାର ଯୋଗେଶ୍ୱର ଭୋଇ 30 ହଜାର ଟଙ୍କା ପ୍ରଦାନ କରିବା ପରେ ଶବ ନବରଙ୍ଗପୁର ବ୍ୟାବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ସେହିପରି ସରପଞ୍ଚ ଜଗତ ଜୀବନ ନାୟକ ହରିଶ୍ଚନ୍ଦ୍ର ଯୋଜନାରେ 6 ହଜାର ଟଙ୍କା ପ୍ରଦାନ କରାଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଠିକ୍ ଭବିଷ୍ୟ ବାଣୀ ନିମନ୍ତେ ଡଃ.ମନୋଜ ଲେଙ୍କାଙ୍କୁ ଜାତୀୟ ଆଇକନ୍ ସମ୍ମାନ 

masiha

ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ 

masiha

ଜମ୍ମୁ କାଶ୍ମୀରର ଫୁଲୱାମା ବିସ୍ପୋରଣରେ ଶହୀଦ ଯବାନ ମାନଙ୍କୁ ମନେ ପକାଇ ଏକ ରାଲିର ଆୟୋଜନ

masiha

Leave a Comment

error: Content is protected !!