ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରଜା ଘାତରେ କୁଶୁର୍ଲା ଗ୍ରାମର ବୃଦ୍ଧ ମୃତ 

ମ,ରାମପୁର,୦୪/୦୬( ମସୀହା):- ମ.ରାମପୁର ଥାନା ଅନ୍ତର୍ଗତ କୁଶୂର୍ଲା ଗ୍ରାମର ଜଣେ ବୁଦ୍ଧଙ୍କର ଆଜି ବଜ୍ରା ଘାତ ରେ ମୃତ୍ୟୁ ଘଟିଛି l ପ୍ରାପ୍ତ ସୂଚନାରୁ ଜଣାଯାଇଛି: ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ୪୦ ମିନିଟ ସମୟରେ କୁଶୁର୍ଲା ଗ୍ରାମ ବସ୍ତିର ମୋହିତ ଚନ୍ଦ୍ର ନାଗ (୬୦) ନିକଟ କଲୋନି ପଡ଼ାକୁ ବୁଲି ଆସୁଥିବା ବେଳେ ତାଙ୍କୁ ବଜ୍ରାଘାତ ହୋଇଥିଲା l ସେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ l ତାଙ୍କ ମୃତ ଶରୀରକୁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଶେଦ ପାଇଁ ଅଣାଯାଇଛି l ଦୁଃଖଦ ଖବର ଯେ ,ସେ ଜଣେ ମାତ୍ର ଘରେ ରହୁ ଥିଲେ l ତାଙ୍କ ସ୍ତ୍ରୀ ଓ ୩ ପୁଅ ଅହମଦାବାଦ କୁ ଦାଦନ କାମ କରିବାକୁ ଯାଇଛନ୍ତି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

Sunil Chandra Nayak

ସମ୍ବିଧାନ ଦିବସ ପାଳନ ପାଇଁ ଆଲୋଚନା ଚକ୍ର 

masiha

ଓଡିଶାର ସରକାରୀ ସ୍କୁଲରେ ପାଠ୍ୟପୁସ୍ତକର ଗୁରୁତର ଅଭାବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜୁ ଛାତ୍ର ଜନତା ଦଳ 

Sunil Chandra Nayak

Leave a Comment

error: Content is protected !!