ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରଜା ଘାତରେ କୁଶୁର୍ଲା ଗ୍ରାମର ବୃଦ୍ଧ ମୃତ 

ମ,ରାମପୁର,୦୪/୦୬( ମସୀହା):- ମ.ରାମପୁର ଥାନା ଅନ୍ତର୍ଗତ କୁଶୂର୍ଲା ଗ୍ରାମର ଜଣେ ବୁଦ୍ଧଙ୍କର ଆଜି ବଜ୍ରା ଘାତ ରେ ମୃତ୍ୟୁ ଘଟିଛି l ପ୍ରାପ୍ତ ସୂଚନାରୁ ଜଣାଯାଇଛି: ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ୪୦ ମିନିଟ ସମୟରେ କୁଶୁର୍ଲା ଗ୍ରାମ ବସ୍ତିର ମୋହିତ ଚନ୍ଦ୍ର ନାଗ (୬୦) ନିକଟ କଲୋନି ପଡ଼ାକୁ ବୁଲି ଆସୁଥିବା ବେଳେ ତାଙ୍କୁ ବଜ୍ରାଘାତ ହୋଇଥିଲା l ସେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ l ତାଙ୍କ ମୃତ ଶରୀରକୁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଶେଦ ପାଇଁ ଅଣାଯାଇଛି l ଦୁଃଖଦ ଖବର ଯେ ,ସେ ଜଣେ ମାତ୍ର ଘରେ ରହୁ ଥିଲେ l ତାଙ୍କ ସ୍ତ୍ରୀ ଓ ୩ ପୁଅ ଅହମଦାବାଦ କୁ ଦାଦନ କାମ କରିବାକୁ ଯାଇଛନ୍ତି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଏନ ଏ ସି ର ମଣ୍ଡି ଦାୟିତ୍ୱ ନେଲେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି

masiha

୫ଟି ସଚିବ ପାଣ୍ଡିଆନ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାନ୍ଦୂଲ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ର ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ୍ କରାଯାଉ, ଦାବିରେ , ବିକ୍ଷୋଭ ପ୍ରଦର୍ଶନ

masiha

Leave a Comment

error: Content is protected !!