ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ଚୈନ ସିଂ ମାଝି ଙ୍କ ଦଶାହ କାର୍ଯ୍ୟ ରେ ଯୋଗଦେଇ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

ନୁଆଁପଡ଼ା ଜ଼ିଲ୍ଲା ଶିଆଳଟି ଗାଁ ରେ ସ୍ବର୍ଗତ ଚୈନ ସିଂ ମାଝି ଙ୍କ ଦଶାହ କାର୍ଯ୍ୟ ରେ ଯୋଗଦେଇ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି । ଉପସ୍ଥିତ ଥିଲେ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ଭାନୁ ପ୍ରତାପ ସିଂ ମାଝି, ସର୍ବଭାରତୀୟ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ର ଲାଟ ସଭାପତି ଶ୍ରୀ ହୃଷିକେଶ ବରିହା, ସାଧାରଣ ସମ୍ପାଦକ ଶ୍ରୀ ଆଶାରାମ ବରିହା, ଜ଼ିଲ୍ଲା ବିଶ୍ୱାବସୁ ଶବର ସଂଘ ର ବରିଷ୍ଠ ନେତା ଶ୍ରୀ ବିହାରିଲାଲ ବିଶ୍ୱାଳ, ଉପସଭାପତି ତେଜରାଜ ଶବର, ଆଇନ ଜୀବି ଶ୍ରୀ ଦୋରସ ଶବର,ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଭକ୍ତରlମ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Related posts

ଶ୍ରମିକ ବଦଳ ରେ ମେସିନ କରିଛି କାମ!   

masiha

ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାବେ ରାମେଶ୍ୱର ପ୍ରଧାନଙ୍କ ଯୋଗଦାନ

Sunil Chandra Nayak

ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!