ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନିତା ରଣା ହେଲେ ତେରେସିଂହା ନାଏବ ସରପଞ୍ଚ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଭାବେ ଶ୍ରୀମତୀ ବନିତା ରଣା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ସେ ତେରେସିଂହା ପଞ୍ଚାୟତର ନଂ୨ରୁ ୱାଡ଼ରୁ ନିର୍ଦ୍ଵନ୍ଦରେ ୱାଡ଼ ମେମ୍ବର ହୋଇଥିଲେ l ପୁଣି ନିର୍ଦ୍ଵନ୍ଦରେ ତେରେସିଂହାର ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବାର ଘୋଷଣା କରାଯାଇଛି l ପରେ ଉପସ୍ଥିତ ସଭ୍ୟ/ସଭ୍ୟା ଓ କର୍ମକର୍ତ୍ତା ମାନେ ବନିତା ରଣାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ବାଲେଶ୍ବର – ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମ ପାଇଲା ପ୍ରକୃତି ମିତ୍ର ପୁରସ୍କାର-୨୦୨୨

ଡି.ଆର୍.ଡି.ଏ.ଅତିରିକ୍ତ ପ୍ରକଳ୍ପ ନିର୍ଦେଶକଙ୍କ ଡ଼ମୋଳ ପଂଚାୟତ ପରିଦର୍ଶନ 

Sunil Chandra Nayak

ଶିକ୍ଷକ ଙ୍କ ବଦଳି ବାତିଲ ନେଇଁ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ଖୋଲିଲେ ତାଲା 

Sunil Chandra Nayak

Leave a Comment

error: Content is protected !!