ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ଶୋକ…..

ରାଉରକେଲା/ବାଲେଶ୍ୱର ବାହାନଗା ଠାରେ ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତଥା ମୃତବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରି ଭାରତୀୟ ଜନତା ପାର୍ଟି ୱେଷ୍ଟ ମଣ୍ଡଳ ତରଫରୁ ୭,୧୭ ଛକ ଠାରେ ସାମୂହିକ ଦୀପ ପ୍ରଜ୍ଜଳନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ପ୍ରାକ୍ତନ ବିଧାୟକ ପାର୍ଥୀ ଜଗବନ୍ଧୁ ବେହେରା, ଯୁବମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା , ୱେଷ୍ଟ ମଣ୍ଡଳ ସଭାପତି ବସନ୍ତ କୁମାର ସାମଲ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଭାସ୍କର ନନ୍ଦ,ମହେନ୍ଦ୍ର ସାହୁ, ଭେଙ୍କଟ ପଣ୍ଡା ,ମନୋଜ ପଟ୍ଟନାୟକ, ସୋନୁ ନାୟକ , ଭଗବାନ ପାତ୍ର, ଶ୍ରୀକାନ୍ତ ପାଢ଼ୀ, କୁଶ ରାଉତ, ସଞ୍ଜୟ ସାହୁ, ନମ୍ରତା ବାଗ, ମନ୍ମଥ ଦେ, ଅରୁଣ ମହାନ୍ତି, ଅଭିଷେକ ବାରିକ, ହେମନ୍ତ ଜେନା , ଅଭିଷେକ ଶ୍ରୀବାସ୍ତବ, ଚିଣ୍ଟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଜୁ ଜନତା ଦଳ ଦଳ ଛାଡିଲେ କଲମପୁର ର ପୁର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ

masiha

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

କର୍ଲାମୁଣ୍ଡା ଭାଜପା ର ସାଂଗଠନିକ ବୈଠକ

Leave a Comment

error: Content is protected !!