ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଯୁବ ମୋର୍ଚ୍ଚା ଉତ୍ତର ବାଲେଶ୍ୱର ଜିଲ୍ଲା କମିଟି ଘୋଷିତ 

ବିଜେପି ଯୁବ ମୋର୍ଚ୍ଚା ଉତ୍ତର ବାଲେଶ୍ୱର ଜିଲ୍ଲା କମିଟି ଘୋଷିତ 

ଜଳେଶ୍ଵର,୧୦/୬-(ମନିସ)- ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଭାରତୀୟ ଜନତା ପାର୍ଟି ଉତ୍ତର ବାଲେଶ୍ଵର ଜିଲ୍ଲା ସଭାପତି ,ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଅନୁମୋଦନ କ୍ରମେ ଯୁବମୋର୍ଚ୍ଚା ସଭାପତି ଫାଲଗୁନି ପାଣିଗ୍ରାହୀ ବିଜେପି ଯୁବମୋର୍ଚ୍ଚା ଟିମ୍ ଘୋଷଣା କରିଛନ୍ତି । ୧୨ଜଣ ଜିଲ୍ଲା ପଦାଧିକରୀ,୧୪ ଜଣ କାର୍ଯ୍ୟକାରିଣୀ ସଦସ୍ୟ,୧୯ ଜଣ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଓ ୧୦ଜଣଙ୍କୁ ଜିଲ୍ଲା ପଦାଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରିଅଛନ୍ତି l ମନମୋହନ ଆଚାର୍ଯ୍ୟ, ବିପ୍ଳବ ପ୍ରଧାନ, ଗୋରାଚାନ୍ଦ ଦାସ ଅଧିକାରୀ ଓ ସଂଜୀବ ଦାସଙ୍କୁ ଉପସଭାପତି, ତପନ ପାତ୍ର ଓ ଦିଲ୍ଲୀପ ପାତ୍ରଙ୍କୁ ସାଧାରଣ ସମ୍ପାଦକ, ରଞ୍ଜିତ ପାତ୍ର, ପ୍ରତାପ ପ୍ରଧାନ, ଅଭିଜିତ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଇଂ ଆକାଶ ବେହେରାଙ୍କୁ ସମ୍ପାଦକ ଓ ଦେବାଶିଷ କବିଙ୍କୁ ଜିଲ୍ଲା ଯୁବମୋର୍ଚ୍ଚା କୋଷାଧକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି l ଭାରତୀୟ ଜନତା ଯୁବମୋର୍ଚ୍ଚା ଉତ୍ତର ବାଲେଶ୍ଵର ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା କମିଟି ଓ ଯୁବମୋର୍ଚ୍ଚା ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଉତ୍ତର ବାଲେଶ୍ଵର ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚା ଆହୁରି ସୁଦୃଢ ଓ ସଙ୍ଗଠିତ ହେବ ବୋଲି ସଭାପତି ଶ୍ରୀ ପାଣିଗ୍ରାହୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି l

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ 

masiha

ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଗଣବିକ୍ଷୋଭ

Sunil Chandra Nayak

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ୪୭ତମ ସ୍ଥାପନା ଦିବସ ପାଳିତ_ ବିଚାରଧାରା, ସଙ୍ଗଠନର ଶକ୍ତି ଓ ସମର୍ପଣ ଭାବକୁ ସ୍ମରଣ କରି ଦଳକୁ ଅଧିକ ସୃଦୁଢ଼ କରିବା: ଡ.ଯତୀନ ମହାନ୍ତି

Sunil Chandra Nayak

Leave a Comment

error: Content is protected !!