ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡ଼ିବାରୁ ସିନାମାଳ ଗ୍ରାମର ନାବାଳିକା ଗୁରୁତର

ଗୋଳାମୁଣ୍ଡା/୧୦/୭/ମସିହା/ଗୋଲାମୁଣ୍ଡା ଥାନା ସିନାମାଳ ଗ୍ରାମରେ ଆଜି ଭୋର ସକାଳ ସମୟରେ ଜଣେ ନାବାଳିକା କୁ ବିଷାକ୍ତ ସାପ କାମୁଡ଼ିବାରୁ ନାବାଳିକା ଜଣକ ଗୁରୁତର ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ସିନାମାଳ ଗ୍ରାମର ଲକ୍ଷ୍ମଣ ଛତ୍ରିଆ ଙ୍କ ଝିଅ ପ୍ରତିମା ଛତ୍ରିଆ (15) କୁ ଆଜି ସକାଳ ସମୟରେ ଘରେ ଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ଡାହାଣ ଗୋଡ଼ ର ଆଙ୍ଗୁଠି ରେ କାମୁଡି ଦେଇଥିଲା. ସାପ କାମୁଡି ଦେଇଥିବା କଥା ବାପା ଙ୍କୁ ଝିଅଟି କହିଥିଲା। ପରେ ଝିଅ ଟି ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିବା ଜଣାପଡିଛି.।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବହଳଦା ବନାଞ୍ଚଳ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ନେସା ଡ୍ଯାମରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ 

masiha

ସାବିତ୍ରୀ ବ୍ରତ : ଫଳର ମୂଲ୍ୟ ଆକାଶ ଛୁଆଁ

ଆତ୍ମହୁତି ଜଗଦୀଶ ଙ୍କ ବୁର୍ଲା ଠାରେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!