ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିଖିରା ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ବୈଠକ

ବାଲିଆପାଳ,10/6( ମନିସ ) ବାଲିଆପାଳ ବ୍ଲକ ନିଖିରା ଗ୍ରାମ ପଞ୍ଚାୟତରେ ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁଙ୍କ ଆହ୍ବାନ କ୍ରମେ ବିଜୁ ଜନତା ଦଳର କର୍ମୀ ବୈଠକ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ସଭାପତିତ୍ବ କରିଥିଲେ ନିଖିରା ବିଜେଡି ସଭାପତି ଧନଞ୍ଜୟ ପାତ୍ର ତେବେ ଏହି ବିଜୁ ଜନତା ଦଳର କର୍ମୀ ବୈଠକରେ ନିଖିରା ଗ୍ରାମ ପଞ୍ଚାୟତ ଥିବା 14. ଟି ଓ୍ବାର୍ଡ ର ଓ୍ବାର୍ଡ ମେମ୍ବର ସହିତ ପ୍ରତ୍ୟେକ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତି ହୋଇ ଓ୍ବାର୍ଡ ରେ ଥିବା ଲୋକ ଙ୍କ ସମସ୍ଯା ବିଷୟରେ ଆଲୋଚନା କରିଥିଲେ ଓ ଲୋକ ଙ୍କ ସମସ୍ଯା ଗୁଡିକ ଶୁଣି ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ସମାଧାନ କରିବା ପାଇଁ ପ୍ରତିଶୁତି ଦେବା ସହ ପ୍ରଶାସନ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ। ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ଙ୍କ ସହିତ ଏହି ବୈଠକରେ ଉପସ୍ଥିତ ଥିଲେ ବିଜେଡି ନେତା ପୂର୍ବତନ ଜିଲ୍ଲା ପରିଷଦ ରବିନ୍ଦ୍ର ନାଥ ଅଣ୍ଡିଆ , ବିଜେଡି ନେତା ହରଗୋପାଳ ସିଂ , ନିଖିରା ସରପଞ୍ଚ ଅଞ୍ଜନ କୁମାର ଗିରି , ପୂର୍ବତନ ସରପଞ୍ଚ ଏବେ ସମିତି ସଦସ୍ଯା ପ୍ରତିନିଧି ମନ୍ମଥ ମାଣିକ , ବାଲିଆପାଳ ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ , ମଧୁପୂରା ସରପଞ୍ଚ ପ୍ରତିନିଧି ଲମ୍ବୋଧର ମାହାନା , ଦେଭୋଗ ସରପଞ୍ଚ ପ୍ରତିନିଧି ମୁତ୍ଯୁଞ୍ଜୟ ନାୟକ , ଘଣ୍ଟୁଆ ସରପଞ୍ଚ ସୁଶିଲ୍ ପ୍ରଧାନ , ଜିଲ୍ଲା ବିଜେଡି ଯୁବ ସଂପାଦକ ଉଜ୍ଜଳ କୁମାର ଗିରି , ବିଜେଡି ନେତା ଅନନ୍ତ ବିଶ୍ବାଳ , ବ୍ଲକ ପୂର୍ବତନ ଯୁବ ସଭାପତି ସଞ୍ଜୟ ପ୍ରଧାନ , ଜିଲ୍ଲା ଛାତ୍ର ସଂପାଦକ ଭୈରବ ଦାସ , ବ୍ଲକ ଛାତ୍ର ନେତା ଲଖ୍ମୀଧର ପାତ୍ର , ଅସ୍ତି ସମିତି ସଦସ୍ଯ କାର୍ତ୍ତିକ ପାତ୍ର , ବୋଂଳ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ମଲ୍ଲିକ୍ , କୁମ୍ଭାରୀ ସରପଞ୍ଚ ପ୍ରତିନିଧି ଜୟନାରାୟ ମହାପାତ୍ର ଏହି ବୈଠକରେ ଅଭିଭାଷଣ ଦେବା ସହ 2024 ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ନିଖିରା ଗ୍ରାମ ପଞ୍ଚାୟତରେ ଅଧିକ ରୁ ଅଧିକ କିପରି ଭୋଟ ପାଇ ଓଡିଶା ଲୋକ ପ୍ରିୟ ମୁଖ୍ଯାମତ୍ନୀ ନବୀନ ପଟ୍ଟନାୟକ ଙ୍କୁ ଆଉ ଥରେ ଷଷ୍ଠ ଥର ପାଇଁ ମୁଖ୍ଯମତ୍ନୀ ଭାବରେ ଦେଖିବା ପାଇଁ ଚାହିଁ ଛନ୍ତି ଲୋକେ ।

ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବିକ୍ରମ ଦେବ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୋରାପୁଟ ଜନ ଉପ ସଭାପତି ହିମାଂଶୁ ଜେନା

Sunil Chandra Nayak

ସାଧାରଣ ନିର୍ବାଚନ ଆଖି ଆଗରେ ରଖି ଓଡ଼ିଶାରେ ଜୋରଦାର ପ୍ରସ୍ତୁତି ହେଉଛି ଆପ୍

Sunil Chandra Nayak

ଜିଲ୍ଲା ସାଂଗଠନିକ ଉପ ସଭାପତି ହେଲେ ଯୁବ ନେତା ଅଜିତ ପୁରୋହିତ 

Leave a Comment

error: Content is protected !!