ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ ପକ୍ଷରୁ କର୍ମଶାଳା ଆୟୋଜିତ

ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ ପକ୍ଷରୁ କର୍ମଶାଳା ଆୟୋଜିତ

ରାଉରକେଲା /ରାଉରକେଲା ସହରର ସରୋବର ରେସ୍ତୋରାଁରେ ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ଏଥିରେ ରାଉରକେଲା ଫୋଟୋଗ୍ରାଫର୍ସ ଆସୋସିଏସନ୍‌ ର ବିଭିନ୍ନ ବର୍ଗର ସଦସ୍ୟମାନେ ଯୋଗଦେଇ ବିଭିନ୍ନ ଅତ୍ୟାଧୁନିକ କ୍ୟାମେରା ପରିଚାଳନା ସମ୍ପର୍କୀତ ବିଭିନ୍ନ ବୈଷୟିକ ଦିଗ ଉପରେ ଆଲୋଚନା କରାଯାଇ ବିଶେଷଜ୍ଞଙ୍କ ଦ୍ବାରା ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଏହା ସହିତ ଚଳିତ ମାସ, ୧୭ ୧୮ ଓ ୧୯ ତାରିଖ ତିନିଦିନ ଧରି ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଫୋଟୋ ଫେୟାର ର ପୋଷ୍ଟର ଉନ୍ମୋଚନ ହୋଇଥିଲା। ଆସୋସିଏସନ୍‌ର ସଭାପତି ଅତୁଲ ସାଂଘଭିଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍‌ର ଶତାଧିକ ସଦସ୍ୟ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବରସୁଆଁ ରେ ଉତ୍କଳ ଦିବସ ପାଳନ

Sunil Chandra Nayak

ରାୟଗଡ଼ ପୌରପରିଷଦ ପକ୍ଷରୁ ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଡମ୍ପିଂ ୟାର୍ଡରେ ଲିଗାସି ବର୍ଜ୍ୟବସ୍ତୁର ବାୟୋ-ମାଇନିଂ କାର୍ଯ୍ୟର ଶୁଭାରମ୍ଭ

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

Sunil Chandra Nayak

Leave a Comment

error: Content is protected !!