ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ପରିବାରକୁ ସାହାର୍ଯ୍ୟର ହାତ ବଢ଼େଇଲେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ 

ଢେ଼ଙ୍କାନାଳ(ମ ସୀ ହା):୦୯/୦୬_ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପରାକାଟେଣୀ ଗ୍ରାମ ପଞ୍ଚାୟତ କାଦବସନ୍ତ ଗ୍ରାମର ବୃଦ୍ଧ ବଚନ ପ୍ରଦାନ ଙ୍କର ସ୍ୱାମୀ ଓ ପୁତ୍ର ଏହି କିଛିଦିନ ତଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ, ଯାହା ଫଳରେ ବୃଦ୍ଧ ବଚନ ପଧାନ ଙ୍କ ପାଖରେ ଅନାଥ ନାତି ତାତୁଣୀ ତିନିଜଣ ଅଛନ୍ତି, ପେଟ ପୋଷିବା ପାଇଁ ୧୩ ବର୍ଷର ଝିଅ କାଦମ୍ବିନୀ ମୂଲ ମଜୁରୀ କରି ଚଳୁ ଅଛନ୍ତି, ଏହି ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଅନାଥ ପରିବାର ଙ୍କୁ ଶୁଖିଲା ଖାଦ୍ୟ ସହ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ, ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ ଅନାଥ ପରିବାର ର ସମସ୍ତ ରକ୍ଷଣା ବେକ୍ଷଣ ସହିତ, ବୃଦ୍ଧ ଙ୍କୁ ବାର୍ଦ୍ଧକ୍ୟ, ଅନ୍ତଦୟ ଯୋଜନା ରେ ସାମିଲ କରି ରାସନ ଚାଉଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମା ଅମ୍ବିକା ବିଶ୍ବ କଲ୍ଯାଣୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ 

masiha

ଧାମରା ସାହିତ୍ୟ ସଂସଦର ବସନ୍ତ କାବ୍ୟ ଉତ୍ସବ

Sunil Chandra Nayak

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମୂହ ଛୁଟିରେ ରହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ଆନ୍ଦୋଳନ 

masiha

Leave a Comment

error: Content is protected !!