ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅମିତା କାଡ୍ରାକା ହେଲେ କଲ୍ଯାଣସିଂପୁର ସମିତି ଅଧ୍ଯକ୍ଷା

ରାୟଗଡା:୧୨/୩-ମ.ନି.ସ:-ରାୟଗଡା ଜିଲ୍ଲା କଲ୍ଯାଣସିଂପର ସମିତି ଅଧ୍ଯକ୍ଷା ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ଅମିତା କାଡ୍ରାକା ନିଦ୍ବର୍ନ୍ଦରେ ବିଜୟୀ ହୋଇଛନ୍ତି। ବ୍ଳକରେ ମୋଟ ୧୪ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ସମିତି ସଭ୍ଯ ବିଜେଡି ସମର୍ଥୀତ ଏବଂ ୪ ଜଣ କଂଗ୍ରେସ ଓ ୨ ଜଣ ବିଜେପି ସମର୍ଥକ ପ୍ରାର୍ଥୀ ଥିବାରୁ ଅନ୍ୟ କେଉଁ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଅମ୍ରିତା ଅଧ୍ଯକ୍ଷା ପଦବୀ ପାଇଁ ହିଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁଧାକର ରାଇତ ଅମ୍ରିତାଙ୍କୁ ହିଁ ବିଜୟୀ ଘୋଷଣା କରିଥିଲେ। ଅମ୍ରିତା ଙ୍କ ବିଜୟୀ ପରେ ସମସ୍ତ ଆଠ ସମିତି ସଭ୍ଯ ସଭ୍ଯାଙ୍କ ସହ ଶତାଧିକ କର୍ମୀ ଏକ ବିଶାଳ ରାଲିରେ ଗ୍ରାମ ପରିକ୍ରମା କରିଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ 

Sunil Chandra Nayak

ବେଦିରେ କନ୍ୟାର ଡ୍ରାମା ଦେଖି ବର ଚେତାଶୂନ୍ଯ

ଟେମରି ଗ୍ରାମ ପଂଚାୟତରେ ହର୍ ଘର୍ ତ୍ରିରଙ୍ଗା ମହୋତ୍ସବ ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!