ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡମ୍ବରୁଧର ବେହେରା ଙ୍କ କବିତା କବିତା:ଶଙ୍ଖା ସିନ୍ଦୂର

କବିତା:ଶଙ୍ଖା ସିନ୍ଦୂର

 

ଡମ୍ବରୁଧର ବେହେରା

(ଓଡ଼ିଆ ଶିକ୍ଷକ) ନବୋଦୟ ବିଦ୍ୟାଳୟ

 

ନାରୀର ଧରମ ପତି ପାଦେ ସେବା

ଇହ କାଳେ ପର କାଳେ

ସୁହାଗ ସିନ୍ଦୂର ମଥାରେ ତାହାର

ଲେଖା ତାର ଭାଗ୍ୟ ଭାଳେ

ପତି ସୁଖ ,ଶାନ୍ତି ପତିବ୍ରତା ନାରୀ

ମନାସେ ଠାକୁର ଠାରେ

ନିଜେ ଦୁଃଖ ବୋହି ପରିବାର ପାଇଁ

ଚାଲନ୍ତି ଅସିର ଧାରେ

ସୁନା , ଗହଣାରେ, ଧନ ,ସମ୍ପତ୍ତିରେ

ନ ଥାଏ ମନରେ ଲୋଭ

ମଥାର ସିନ୍ଦୂର ହାତର ଶଙ୍ଖାରେ

ଜୀବନ ପାଏ ଦୁର୍ଲଭ

ଜନ୍ମ ଜାନ୍ମାନ୍ତର ଯୁଗ ଯୁଗାନ୍ତର

ଫରୁଆ ଭିତରେ ଥାଏ

ସକାଳ ସଂଜରେ ଭୂମିରୁ ଭୂମାକୁ

ମଥା ଓ ଶଙ୍ଖାରେ ମାଖେ….!!

ସୁରଳ(ଗଞ୍ଜାମ)

Related posts

ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ: ଅକ୍ଷର ବ୍ରହ୍ମ ଯୋଗ

Sunil Chandra Nayak

ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ର ଜାତୀୟ କ୍ରୀଡା ଦିବସ ପାଳନ

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ଉଦବେଗ

Sunil Chandra Nayak

Leave a Comment

error: Content is protected !!