ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରମ୍ଭ ରୁ ଭାଜପା କୁ ଝଟକା

ଧର୍ମଗଡ ଏନଏସି ନିର୍ବାଚନ ରେ ପ୍ରଥମ ରୁ କଂଗ୍ରେସ ଦଳ ସମସ୍ତ ୧୪ ଟି ୱାର୍ଡ ରେ କାଉନସିଲର ପ୍ରାର୍ଥୀ ଦେଇ ପାରିନଥିବା ବେଳେ ବିଜେଡି ଓ ବିଜେପି ଦଳ ସମସ୍ତ ୧୪ ଟି ୱାର୍ଡ ରେ ଦଳୀୟ ପ୍ରାର୍ଥୀ ଦେଇ ଥିଲେ । କିନ୍ତୁ ଗତକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ଦିନରେ ୱାର୍ଡ ନଂ- ୧୩ ର ଭାଜପା କାଉନସିଲର ପ୍ରାର୍ଥୀ ଥିବା ସଞ୍ଜିତା ନାଏକ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଏହି ୱାର୍ଡ ରେ କଂଗ୍ରେସ ଦଳ ପ୍ରାର୍ଥୀ ଦେଇ ନଥିବା ବେଳେ ଭାଜପା ପ୍ରାର୍ଥୀ ଓହରି ଯିବା ରୁଏକ ମାତ୍ର ବିଜେଡି ପ୍ରାର୍ଥୀ ସନ୍ତୋଷୀନି ନାଏକ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇ ଯାଇଛି । ଫଳ ରେ ଆରମ୍ଭ ରୁ ଏହା ଭାଜପା ଦଳ କୁ ଝଟକା ସଦୃଶ ହୋଇଛି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣି ଆମ ପରିଚୟ

Sunil Chandra Nayak

ସହାଭାଗୀ ବିକାଶ ଅଭିଯାନ ସଂସ୍ଥା ଦ୍ୱାରା ୨ ଦିନିଆ ପ୍ରଚାର ଶିବିର ଓ ଖାଦ୍ୟ ମେଳା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ମାଉସୀ ଘର

Leave a Comment

error: Content is protected !!