ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରେ ଲୁହା ରୋଡ଼ ପସି ବାଳକ ଗୁରୁତର

ପାପଡାହାଣ୍ଡି,19/6, ମନିସ ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ହିର୍ଲି ଠାରେ ମୁଣ୍ଡରେ ଲୁହା ରୋଡ଼ ପସି ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି | ତାଙ୍କ ନାମ ଅଭି ହରିଜନ | ପରିବାର ଲୋକେ ଏକ ଅଟୋ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି | ସୂଚନା ମୁତାବକ ଅଭି ନଦୀ ନିକଟରେ ଖଜୁରୀ ତୋଳିବାକୁ ଯାଇଥିଲେ | ଅସାଭଧନତା ଯୋଗୁଁ ସେ ତଳେ ପଡି ଯାଇଥିଲେ | ଏହି ସମୟରେ ଖଜୁରୀ ତୋଳିବାକୁ ଥିବା ଲୁହା ରୋଡ଼ ତାଙ୍କ ମୁଣ୍ଡରେ ପସି ଯାଇଥିଲା | ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ | ଵର୍ତମାନ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅନ୍ବେଷଣର ୧୮ତମ ବାର୍ଷିକ ସମ୍ମିଳନୀ 

masiha

ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ

masiha

Leave a Comment

error: Content is protected !!