ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରେ ଲୁହା ରୋଡ଼ ପସି ବାଳକ ଗୁରୁତର

ପାପଡାହାଣ୍ଡି,19/6, ମନିସ ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ହିର୍ଲି ଠାରେ ମୁଣ୍ଡରେ ଲୁହା ରୋଡ଼ ପସି ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି | ତାଙ୍କ ନାମ ଅଭି ହରିଜନ | ପରିବାର ଲୋକେ ଏକ ଅଟୋ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି | ସୂଚନା ମୁତାବକ ଅଭି ନଦୀ ନିକଟରେ ଖଜୁରୀ ତୋଳିବାକୁ ଯାଇଥିଲେ | ଅସାଭଧନତା ଯୋଗୁଁ ସେ ତଳେ ପଡି ଯାଇଥିଲେ | ଏହି ସମୟରେ ଖଜୁରୀ ତୋଳିବାକୁ ଥିବା ଲୁହା ରୋଡ଼ ତାଙ୍କ ମୁଣ୍ଡରେ ପସି ଯାଇଥିଲା | ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ | ଵର୍ତମାନ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ , ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନକ ଦାବି ପୂରଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର

Sunil Chandra Nayak

ମାଁ ଦୁର୍ଗାଙ୍କ ପୀଠରେ ଝିଅମାନଙ୍କ ଭାଇ ଜିଉଁନ୍ତିଆ ପୂଜା ପାଳିତ

Sunil Chandra Nayak

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -୨୦୨୫ ଅନୁଷ୍ଠିତ

masiha

Leave a Comment

error: Content is protected !!