ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ 

ପାପଡାହାଣ୍ଡି 19/6, ମନିସ – ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସୋମବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଡ଼ିଓ ଦିବାକର ବାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ଯୋଗେଶ୍ୱର ଭୋଇ, ସରପଞ୍ଚ ଜଗତ ଜୀବନ ନାୟକ, ଯୁଗଳ ବିଶୋଇ ପ୍ରମୁଖ ଯୋଗଦେଇଥିଲେ | ଆଗାମୀ ବର୍ଷା ଋତୁରେ କିଭଳି ପ୍ରାକୃତିକ ଵିପର୍ଯ୍ୟ ର ମୁକାବିଲା କରାଯାଇପାରିବ ସେ ନେଇ ବିଡିଓ ପ୍ରାଞ୍ଜଳ ଭାବେ ଉପସ୍ଥିତ ଅତିଥି ମାନଙ୍କୁ ବୁଝାଇ ଥିଲେ | ମକଡ୍ରିଲ ମାଧ୍ୟମରେ ପ୍ରାକୃତିକ ବିପର୍ଯୟ ର କିଭଳି ମୁକାବିଲା କରାଯାଇପାରିବ ସେ ନେଇ ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା | କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ , ଶିକ୍ଷୟତ୍ରୀ ଶିକ୍ଷକ , ଅଙ୍ଗନବାଡି କର୍ମୀ, ଆଶା କର୍ମୀ , ସି ଆର ସି ସି , ପ୍ରାଣୀଧନ ନିରକ୍ଷକ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସଂକ୍ରାନ୍ତ କାର୍ଯ୍ୟକ୍ରମ

masiha

ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କଲେ ଜିଲ୍ଲାପାଳ; ନଦୀ ଉଭୟ ପାର୍ଶ୍ୱର ମରାମତି ପାଇଁ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

Sunil Chandra Nayak

ଶ୍ରମକୋଡ଼ ବାତିଲ ଦାବିରେ ଶ୍ରମିକଙ୍କ କଳା ଦିବସ 

Sunil Chandra Nayak

Leave a Comment

error: Content is protected !!