ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଶ୍ରୀ ଜଗନ୍ନାଥ ଙ୍କ ନେତ୍ର ଉତ୍ସବ ପାଳିତ

ଡାବୁଗାଁ, ୧୯/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସମୋବାର ଶ୍ରୀ ଜିଉ ଙ୍କ ନେତ୍ର ଉତ୍ସବ ପାଳନ ସହ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜକ ମହେଶ ପଣ୍ଡା ଓ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ । ଉତ୍ସବ ରେ କର୍ତ୍ତା ଭାବେ ଜି ଭେଙ୍କେଟେଶ୍ଵର ରାଓ ନେତ୍ର ଉତ୍ସବ ରେ ଯୋଗଦାନ କରିଥିଲେ । ଏହି ଅବସରରେ ଡାବୁଗାଁ ଜଗନ୍ନାଥ ମନ୍ଦିର କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଏହି ଉତ୍ସବରେ ସହଯୋଗ କରିଥିଲେ । ମଙ୍ଗଳବାର ରଥଯାତ୍ରା ଅନୁଷ୍ଠିତ ହେବ ରଥରେ ବସି ୩ ଠାକୁର ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡିଶ ପଲ୍ଲୀ ତରଫରୁ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ତରଫରୁ ବାର୍ଷିକ ବୈଠକ ଅନୁଷ୍ଠିତ

ଡାକ୍ତରଙ୍କ ବଦଳି ବାତିଲ କରିବା ନେଇ ପ୍ରତିବାଦ 

masiha

ନୂଆପଡ଼ା ସାପ୍ତାହିକ ବଜାରରେ ଏସ୍‌ୟୁପି ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ: ବାରମ୍ବାର ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍

Sunil Chandra Nayak

Leave a Comment

error: Content is protected !!