ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ଶ୍ରୀ ରଘୁନାଥ ଜୀଉଙ୍କ ଦୁର୍ଲଭ ନବଯୌବନ ଦର୍ଶନ

ମୟୂରଭଞ୍ଜ- ୧୯/୬ (ମସିହା)ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆଜିଯାଏଁ ଦିର୍ଘ ୧୫ ଦିନ ଠାକୁରେ ଅଣସର ଘରେ ଗୋପନ ନୀତିରେ ପୂଜାର୍ଚ୍ଚନା ପାଇଁ ସୁସ୍ଥ ହୋଇ ଅଣସର ପିଣ୍ଢିରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସୂଚନାଯୋଗ୍ୟ ‌ଆଜି ସକାଳେ ମହାପ୍ରଭୁଙ୍କ ନେତ୍ର ଲାଗି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା ।ପରେ ଠାକୁରଙ୍କ ପ୍ରତିଷ୍ଠା ଓ ନେତ୍ର ଉତ୍ସବ ପୂଜା ବିଧି ପାଳନ ହୋଇଥିଲା ।ଦିର୍ଘ ୧୫ ଦିନ ହେଲା ଭକ୍ତମାନେ ନିଜର ଆରାଧ୍ୟ ଠାକୁରଙ୍କୁ ଦର୍ଶନରୁ ବଂଚିତ ଥିଲେ । ଦୁର୍ଲଭ ନବ ଯୌବନ ଦର୍ଶନ ଦେଖିବାକୁ ବହୁ ସଂଖ୍ଯାରେ ଭକ୍ତଵୃନ୍ଦ ଛୁଟି ଆସି ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

Sunil Chandra Nayak

ଉଲିକୁପା ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ

Sunil Chandra Nayak

ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!