ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

ଥୁଆମୂଳ ରାମପୁର:୨୩/୦୬ – ( ମନିସ) :- ଆଜି ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ଓ ସିଓ ଅଜିତ ମିଶ୍ର ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ କରି। ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ତଦାରଖ କରିବା ସହିତ କାଣିଗୁମା କଫି ବଗିଚା, ଥୁଆମୂଳ ରାମପୁର ର କଫି ବଗିଚା , ନିର୍ମାଣ ଧୀନ ମାଣିକେଶ୍ବରୀ ମନ୍ଦିର, ଥୁଆମୂଳ ରାମପୁର, ହାଲୋପଏଣ୍ଟ, ସିନ୍ଧେର ଜଳପ୍ରପାତ, ଡି ଚେପ୍ଟାଘାଟ ର ପୋଲ ନିର୍ମାଣ କୁ ପରିଦର୍ଶନ କରିବା ସହିତ ତଦାରଖ ଓ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଡି ଅନ୍ବେଷା ରେଡ୍ଡୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଡବ୍ଲ୍ୟୁ ଓ ଡିସି ସଭ୍ୟ ଅଭିନାଶ ଠାକୁର, ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାୟକ, ସିଡିପିଓ, ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ବିଜେଡି ବରିଷ୍ଠ ନେତା ମାଣିକ୍ଯ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ପରୀକ୍ଷା ଶୁଭାରମ୍ଭ 

Sunil Chandra Nayak

ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜୁନାଗଡ଼ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାରରେ ସଙ୍ଗୀତା ବନ୍ଦିଛୋଡ ଟପ୍ପର

Sunil Chandra Nayak

Leave a Comment

error: Content is protected !!