ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଇଲେକ୍ଟ୍ରି ଅଫିସ୍ ଘେରାଉ

କଟକ : ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ବିରୋଧରେ ଚଳିତ ମାସ ୨୪ ତାରିଖ (ଶନିବାର) ପ୍ରାତ ୯.୩୦ ସମୟରେ କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ଯ୍ୟାଳୟ ଠାରେ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ(ଉବିପ୍) ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଏକ ବିଶାଳ ଜନ ଆନ୍ଦୋଳନ,ପ୍ରତିବାଦ ଅନୁଷ୍ଠିତ ହେବ । ଏଥିରେ ଯୋଗଦାନ ଦେବାକୁ ସାଧାରଣରେ ନିବେଦନ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ସ୍ୱତନ୍ତ୍ର ଗହନ ସଂଶୋଧନ (SIR)-୨୦୨୬ ସମ୍ପର୍କରେ ରାଜନୈତିକ ଦଳମାନଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି 

masiha

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!