ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

ଥୁଆମୂଳ ରାମପୁର:୨୩/୦୬ – ( ମନିସ) :- ଆଜି ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ଓ ସିଓ ଅଜିତ ମିଶ୍ର ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ କରି। ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ତଦାରଖ କରିବା ସହିତ କାଣିଗୁମା କଫି ବଗିଚା, ଥୁଆମୂଳ ରାମପୁର ର କଫି ବଗିଚା , ନିର୍ମାଣ ଧୀନ ମାଣିକେଶ୍ବରୀ ମନ୍ଦିର, ଥୁଆମୂଳ ରାମପୁର, ହାଲୋପଏଣ୍ଟ, ସିନ୍ଧେର ଜଳପ୍ରପାତ, ଡି ଚେପ୍ଟାଘାଟ ର ପୋଲ ନିର୍ମାଣ କୁ ପରିଦର୍ଶନ କରିବା ସହିତ ତଦାରଖ ଓ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଡି ଅନ୍ବେଷା ରେଡ୍ଡୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଡବ୍ଲ୍ୟୁ ଓ ଡିସି ସଭ୍ୟ ଅଭିନାଶ ଠାକୁର, ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାୟକ, ସିଡିପିଓ, ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ବିଜେଡି ବରିଷ୍ଠ ନେତା ମାଣିକ୍ଯ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ  ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ବନ୍ଧୁଗାଁ ପଞ୍ଚାୟତ ୪ ଟି ଗାଁ କୁ ଗସ୍ତ, ଲୋକଙ୍କ ଠାରୁ ଶୁଣିଲେ ଓ ନିଜେ ଅନୁଭବ କଲେ ଗାଁ ର ପ୍ରକୃତ ସମସ୍ୟା, ସରକାରୀ ବାବୁଙ୍କୁ ଫୋନ ମାଧ୍ୟମରେ ଅତିଶିଗ୍ର ସମାଧାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!