ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଇଲେକ୍ଟ୍ରି ଅଫିସ୍ ଘେରାଉ

କଟକ : ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ବିରୋଧରେ ଚଳିତ ମାସ ୨୪ ତାରିଖ (ଶନିବାର) ପ୍ରାତ ୯.୩୦ ସମୟରେ କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ଯ୍ୟାଳୟ ଠାରେ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ(ଉବିପ୍) ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଏକ ବିଶାଳ ଜନ ଆନ୍ଦୋଳନ,ପ୍ରତିବାଦ ଅନୁଷ୍ଠିତ ହେବ । ଏଥିରେ ଯୋଗଦାନ ଦେବାକୁ ସାଧାରଣରେ ନିବେଦନ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଜିଲ୍ଲା ଯୋଜନା କମିଟି ବୈଠକ 

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ପରୀକ୍ଷା ପାସ ହାର ୯୮.୯୪ ଶତକଡା, ଦୁଇ ଜଣ ଛାତ୍ରୀ ସର୍ବାଧିକ ନମ୍ବର ରଖି ବି୧ ଗ୍ରେଡରେ ପାସ

ସାଇ ପବ୍ଲିକ ଆବାସିକ ବିଦ୍ୟାଳୟରେ ପହଞ୍ଚିଲା ସ୍ୱୟଂ ସିଦ୍ଧା ଟ୍ରଷ୍ଟ

masiha

Leave a Comment

error: Content is protected !!