ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

GST ତାରିଖ ଅବଦ୍ଧି ଶେଷ,ସିମେଣ୍ଟ ଗାଡିକୁ ଧରିଲା GST ବିଭାଗ ଅଧିକାରୀ

ବନ୍ଧୁଗାଁ ତା,୨୪/୬/୨୩,ଆନ୍ଦ୍ରର ବିଜୟୱାଡ଼ା ଠାରୁ ଟିକିରି ଯାଉଥିବା ଏକ ସିମେଣ୍ଟ୍ ବୋଝେଇ ଟ୍ରକକୁ(ଏପି୧୬ଟିଜେ-୫୦୦୩)ଜୟପୁରର ଜିଏସଟି ଟିମ୍ ଅଟକ ରଖିଥିବା ଜଣାପଡିଛି । ଖବର ପାଇ ଜିଏସଟି ଟିମ୍ ବନ୍ଧୁଗାଁ ଥାନା ସାନ ସରପଲି ଗ୍ରାମ ଠାରେ ଆଜି ଟ୍ରକକୁ ଅଟକାଇ ଜିଏସଟି ବିଲ୍ ଚେକିଙ୍ଗ କରିଥିବା ବେଳେ ବିଲ ତାରିଖ ଶେଷ ହୋଇ ଯାଇଥିବା ଜାଣିବାକୁ ପାଇଥିଲା । ଏନେଇ ସିମେଣ୍ଟର ମାଲିକଙ୍କ ଉପରେ ୮୧ ହଜାର ୯୦୪ ଟଙ୍କା ଜରିମାନା କରାଯାଇଥିଲା । ଜରିମାନା ବାବଦକୁ କୌଣସି ଟଙ୍କା ପୈଠ କରାଯାଇନଥିବାରୁ ଗାଡିକୁ ବନ୍ଧୁଗାଁ ଥାନା ଜିମାରେ ଦିଆ ଯାଇଥିବା ଜଣା ପଡିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ ୨୮୫ କେଜି ଗଞ୍ଜେଇ ଜବତ,ଦୁଇ ଆନ୍ତଃ ରାଜ୍ୟ ମାଫିଆ ଗିରଫ

Sunil Chandra Nayak

ବହୁ ଚର୍ଚ୍ଚିତ ନିଖୋଜ ଦେଢ଼ ବର୍ଷ ର ଶିଶୁ କନ୍ୟା ଵର୍ଷାର ମୃତଦେହ ଉଦ୍ଧାର

Sunil Chandra Nayak

ପତ୍ନୀଙ୍କୁ ଜାଳିଦେଲା ମଦ୍ୟପ ସ୍ୱାମୀ, ପୁଅକଲା ଥାନାରେ ଅଭିଯୋଗ :ଅଧାପୋଡା ମୃତଦେହ ଜବତକଲା ପୋଲିସ

Leave a Comment

error: Content is protected !!