ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖସିଗୁଡା ରେ ବହୁଡାଯାତ୍ରା ସମ୍ପନ୍ନ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଖସିଗୁଡା ଗ୍ରାମରେ ବାହୁଡ଼ା ଯାତ୍ରା ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି ।ଏହି ଅବସରରେ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ସମସ୍ତ ପୂଜାର୍ଚ୍ଚନା କରାଯିବା ଗ୍ରାମର ଗ୍ରାମର ଆଦିତ୍ୟ ପ୍ରସାଦ ରାୟ ଗୁରୁ ଛେରା ପହଁରା ନୀତି ନିୟମ ଅନୁଯାୟୀ କରିଥିଲେ ।ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।ପାଗ ଠିକ ଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ଏବଂ ପ୍ରଭୁଙ୍କ ଦର୍ଶନ କୃପା ଲାଭ କରି ଥିଲେ ।ଏଥିରେ ଅନୁଷ୍ଠାନର ସମସ୍ତ କର୍ମ କର୍ତ୍ତା ତଥା ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।ଠିକ ସେହିପରି ଅଞ୍ଚଳର ଦାସୀ ଗାଁ ,ରାଜପୁର ,ହାବସ ପୁର ,ଚିକିଲି ଏବଂ ଖୁର୍ସେଲ ଗୁଡା ଗ୍ରାମ ମାନଙ୍କରେ ବାହୁଡା ଯାତ୍ରା ମହା ସମାରୋହରେ ପାଳିତ ହୋଇଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ  

Sunil Chandra Nayak

ନୃସିଂହ ପୁରାଣ ପାଠୋତ୍ସବ ଅନୁଷ୍ଠିତ

Sunil Chandra Nayak

ନୂଆଗଡରେ ରାମ ନବମୀ ପାଳିତ 

Sunil Chandra Nayak

Leave a Comment

error: Content is protected !!