ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାନ୍ତ ସେଠୀଙ୍କ ବସ୍ତି ପରିଦର୍ଶନ

ରାଉରକେଲା/ ରଘୁନାଥପାଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନ ରେ ସେକ୍ଟର ୧୬ ଖଡିଆପଡା ଅଞ୍ଚଳ ପରିଦର୍ଶନ ରେ ଯାଇ ମା ଭଉଣୀ ଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ମା ଭଉଣୀ ମାନେ ସେହି ବସ୍ତି ରେ ଆଲୋକର ସୁବିଧା ହୋଇ ପାରୁନଥିବାରୁ ଯାତାୟାତ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏବଂ ରାସ୍ତା ରେ ମାଟି ଗୋବର ପଡି କାଦୁଅ ହୋଇଯାଉଥିବାରୁ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମା ଭଉଣୀ ମାନେ ଅବଗତ କରାଇଥିଲେ। ଏହି ପ୍ରକାର ର ସମସ୍ୟା କୁ ସରକାରୀ ସ୍ତରରେ ଏବଂ ମା ଭଉଣୀ ଙ୍କ ମାଧ୍ୟମରେ ସମାଧାନ କରିବେ ବୋଲି ଶ୍ରୀ ସେଠୀ ଆଶ୍ୱସନା ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆଦର୍ଶ ପାଠାଗାର ପୁସ୍ତକ ମେଳା ର ଉଦଯାପନୀ ଦିବସ ..କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା..

Sunil Chandra Nayak

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

masiha

RAYAGADA: MAFIA SMUGGLES VALUABLE TIMBER AMIDST FOREST FIRE UNDER RAYAGADA FOREST RANGE

masiha

Leave a Comment

error: Content is protected !!