ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ

କାମାକ୍ଷାନଗର (ମନିସ )04/07/23 ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, କାମାକ୍ଷାନଗର ତରଫରୁ ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ଦାଶ ଓ ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ନୂତନ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଙ୍କୁ ଅଫିସ କାର୍ଯ୍ୟାଳୟ ରେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ଶିକ୍ଷକ ନେତା ସତ୍ୟବ୍ରତ ରାଉଳ, ଯୁଧିଷ୍ଠିର ବିଶ୍ୱାଳ, ସନ୍ତୋଷ ମିଶ୍ର, ରାଜେନ୍ଦ୍ର ପୃଷ୍ଟି, ରାଜେଶ ସାହୁ, ପୃଥ୍ଵୀରାଜ ପଟନାୟକ, ଦିଲ୍ଲୀପ ନନ୍ଦ ଓ ପ୍ରଦୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ.

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର 

Sunil Chandra Nayak

ଡିଜିଟାଲ୍ ସେବାର ସମ୍ପ୍ରସାରଣ ବିଏସଏନଏଲର ନୂତନ ପଦକ୍ଷେପ ୧ ଟଙ୍କାରେ ମିଳୁଛି ସିମ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀରୁ ରବି ଜଳସେଚନର ଆରମ୍ଭ। ଦୁଇବର୍ଷ ପରେ ଦକ୍ଷିଣ କେନାଲକୁ ପାଣି

masiha

Leave a Comment

error: Content is protected !!