ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ମୁହାଁ ଦନ୍ତା ହାତୀ, ଆତଙ୍କିତ ଗ୍ରାମବାସୀ

ଢେଙ୍କାନାଳ ବନଖଣ୍ଡ ମାହାବୀରୋଡ଼ ରେଞ୍ଜ ଦଦାରାଘାଟି ଫରେଷ୍ଟ ସେକ୍ସନ ପାତୁଆପଲ୍ଲୀ ଗ୍ରାମରେ ଗତ ରାତିରେ ପୁଣି ଏକ ଦନ୍ତା ହାତୀ ପଶି,ଗ୍ରାମର ୫ ଜଣ ଙ୍କ ଘର ଭାଙ୍ଗିବା ସହ ଆଶାବାବପାତ୍ର ନଷ୍ଟ କରିଛି |ତେବେ ଏ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ, ବନବିଭାଗ ହାତୀ ଗତିପଥ ଉପରେ ନଜର ରଖିବାକୁ ଦାବି କରିଛନ୍ତି |ସେପଟେ ଗ୍ରାମର ହାତୀ ଉପଦ୍ରଵ ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଯୋଗାଇଦେବା କୁ ଦାବି କରିଛନ୍ତି |

ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ରାୟଗଡ଼ ବନାଞ୍ଚଳ ତରଫରୁ ସୁଲଭ ମୂଲ୍ୟରେ ଚାରା ବଣ୍ଟନ 

masiha

ପ୍ରଶାସନ ପହଞ୍ଚିବ ଲୋକଙ୍କ ପାଖରେ

Sunil Chandra Nayak

Leave a Comment

error: Content is protected !!