ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ମୁହାଁ ଦନ୍ତା ହାତୀ, ଆତଙ୍କିତ ଗ୍ରାମବାସୀ

ଢେଙ୍କାନାଳ ବନଖଣ୍ଡ ମାହାବୀରୋଡ଼ ରେଞ୍ଜ ଦଦାରାଘାଟି ଫରେଷ୍ଟ ସେକ୍ସନ ପାତୁଆପଲ୍ଲୀ ଗ୍ରାମରେ ଗତ ରାତିରେ ପୁଣି ଏକ ଦନ୍ତା ହାତୀ ପଶି,ଗ୍ରାମର ୫ ଜଣ ଙ୍କ ଘର ଭାଙ୍ଗିବା ସହ ଆଶାବାବପାତ୍ର ନଷ୍ଟ କରିଛି |ତେବେ ଏ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ, ବନବିଭାଗ ହାତୀ ଗତିପଥ ଉପରେ ନଜର ରଖିବାକୁ ଦାବି କରିଛନ୍ତି |ସେପଟେ ଗ୍ରାମର ହାତୀ ଉପଦ୍ରଵ ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଯୋଗାଇଦେବା କୁ ଦାବି କରିଛନ୍ତି |

ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ନବରଂଗପୁର ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

ବଡାମତଳିଆ ଲ୍ଯାମ୍ପରେ ୭୦ ତମ ଲ୍ଯାମ୍ପ ସ୍ତରୀୟ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ

masiha

ରବି ଫସଲ ର ବିହନ ଠିକ ସମୟରେ ଯୋଗେଇ ଦେବା ନିମନ୍ତେ ମହିଳା ଜନସୁରକ୍ଷା ମଞ୍ଚ ପକ୍ଷରୁ ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!