ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

କାମାକ୍ଷାନଗର (ମନିସ )11/7/23 // ସଡ଼କ ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ l ମୃତ ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ବଡ଼ବନ୍ଧସାହିର ସ୍ମୃତିରଞ୍ଜନ ବଳ (୨୮ବର୍ଷ)l ସୂଚନା ଅନୁସାରେ ସ୍ମୃତି ପରଜଙ୍ଗ ବଜାରରେ ଏକ ସିମେଣ୍ଟ ଓ ରଡ଼ ଦୋକାନ କରିଥିଲେ l ସବୁଦିନ ପରି ଆଜି ଦୋକାନବନ୍ଦ କରି କାମାକ୍ଷାନଗର ଫେରୁଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥ ର ବଡ଼ଝରା ନିକଟରେ ରାସ୍ତାରେ ଥିବା ଡିଭାଇଡର ଉପରେ ପିଟି ହୋଇଯାଇଥିଲେ l ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ସ୍ମୃତିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଚିକିତ୍ସାଳୟ ରେ ଭର୍ତି କରିଥିଲେ l କିନ୍ତୁ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମୂର୍ଚ୍ଛନା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ରୋପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

୧- ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଖାଇ , ୨– ରାସ୍ତା ପାର୍ଶ୍ଵରେ ଗାର୍ଡ ୱାଲ ନଥିବାରୁ ମାଟି ଖାଇ ହୋଇ ପିଛୁ ରାସ୍ତା ଖରାପ ହୋଉଛି 

Sunil Chandra Nayak

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ଅଷ୍ଟମ ବାର୍ଷିକୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!