ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ରେ ବାହାରିଲେ ୨୪୦ ଜଣ ଭକ୍ତ ଙ୍କ ଯାତ୍ରା

ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ରେ ବାହାରିଲେ ୨୪୦ ଜଣ ଭକ୍ତ ଙ୍କ ଯାତ୍ରା 

ଡାବୁଗାଁ, ୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ନିମନ୍ତେ ବ୍ଲକର ୨୪୦ ଜଣ ଭକ୍ତ ପୁରୀ ଅଭିମୁଖେ ମଙ୍ଗଳବାର ଯାତ୍ରା କରିଛନ୍ତି | ଆଜି ସକାଳ ୮ ଘ. ଅସମୟରେ ବ୍ଲକ ଅଧୀନ ୧୨ ଟି ପଞ୍ଚାୟତରୁ ୨୦ ଲେଖାଏଁ ମୋଟ ୨୪୦ ଜଣ ମହିଳା ଓ ପୁରୁଷ ଭକ୍ତ ୬ ଟି ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି | ପ୍ରତି ବସରେ ଭକ୍ତ ମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ରହିଛନ୍ତି | ଏହି ଯାତ୍ରା ସମୟରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

Sunil Chandra Nayak

ବିଦ୍ୟାଳୟ ଗେଟରେ ରାତିରେ ପୁଟୀ ଓ ରଙ୍ଗ ମାରିଥିଲେ ଶ୍ରମିକ: ତଦନ୍ତ କରିବାକୁ ଆସିଲେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ 

masiha

କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ

Sunil Chandra Nayak

Leave a Comment

error: Content is protected !!