ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୂଅରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ପାପଡାହାଣ୍ଡି,12/7, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ସତନାମୀ ସାହିର ଏକ କୂଅରୁ ବୁଧବାର ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ସେ ହେଲେ ସାହିର କବିତା ସତନାମୀ | ତାଙ୍କର ମାନସିକ ସ୍ଥିତି ଠିକ ନଥିବା ବେଳେ ଅପରାହ୍ନ 1 ଘଣ୍ଟା ପରେ ସେ ଘରୁ ବାହାରିଥିଲେ, ଖୋଜା ଖୋଜି କରିବା ପରେ ନିକଟସ୍ତ ଖୋଲା କୂଅ ଭିତରୁ ତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା | ଏ ନେଇ ପାପଡାହାଣ୍ଡି ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ପହଁଚି ଶବ ଉଦ୍ଧାର କରିଥିଲା | ମୃତ୍ୟୁ କାରଣ ଜଣା ପଡ଼ିନଥିବା ବେଳେ ତାଙ୍କର ମାନସିକ ସ୍ଥିତି ଠିକ ନ ଥିବାରୁ ପଡିଯାଇଥିବା ସନ୍ଦେହ କରଯାଉଅଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଟେରି ଚୋରି ଅଭିଯୋଗ ରେ ଛଅ ଜଣ କୋର୍ଟ ଚାଲାଣ 

Sunil Chandra Nayak

ଜୁନାଗଡ଼ ରେ ଅଭାବନୀୟ ଘଟଣା, ଘର ଭିତରେ ନିଆଁ ରେ ପୋଡି ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ 

masiha

ଜମିଜମା ବିବାଦ କୁ ନେଇ ଗଣ୍ଡଗୋଳ ,ସାନ ଭାଇ ଓ ପୁତୁରାର ମାଡ଼ ରେ ବଡ଼ ଭାଇ ର ମୃତ୍ୟୁ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!