ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଏଜୁକେସନ ଫୋୖଣ୍ଡସନ ତରଫ ରୁ ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ସାଟିଫିକେଟ ପ୍ରଦାନ

ବିଷମକୋଟକ :- ପ୍ରଥମ ଏକ ସ୍ୱେଚ୍ଛା ସେବି ଅନୁଷ୍ଠାନ, ଯେଉ ମା ବୋହୁ ଝିଅ ମାନେ ଅଧାରୁ ପାଠ ଛାଡି ରହିଯାଇଥିଲେ ସେମାନେ ଙ୍କୁ, ବିଭିନ୍ନ ଗାଁ ରେ ପାଠ ପଢା ଯାଉଥିଲା,ଯଥା ହଜାରିଡାଙ୍ଗ, ଚଞ୍ଚଡଗୁଡା, ହାତମୁନିଗୁଡା, ଗତିଗୁଡା, କାଙ୍କୁବାଡ଼ି ଓ ବିଷମକଟକ ରେ 96 ଜଣ ପାଠ ପଢୁଥିଲେ, ସେଥି ମଧ୍ୟ ରୁ 68 ଜଣ ପରୀକ୍ଷା ଦେଇଥିଲେ ଓ 60 ଜଣ ପାସ କରିଥିଲେ, ଆଜି ସେହି ଛାତ୍ରୀ. ମାନଙ୍କୁ ସାଟିଫିକେଟ ପ୍ରଦାନ କରା ଯାଇଥିଲି ମୁଖ୍ୟ ଅଥିତି, ଏ ସି. ଏସଟି ମିନିଷ୍ଟର ଶ୍ରୀଯୁକ୍ତ ଜଗନ୍ନାଥ ସରକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଖଦି ବୋର୍ଡ଼ ମେମ୍ବର ପୃଥ୍ୱୀରାଜ ସାହୁ, ବ୍ଲକ ଭାଇସ ଚେରମେନ ଦେବୀପ୍ରସାଦ ପଟନାୟକ, ନାନୁ ପଣ୍ଡା, ଯୌଥ୍ୱୀ ପ୍ରକାଶ ସାହୁ,ପ୍ରଥମ ରାଜ୍ୟ ସଂଯୋଗ ରାମ ପ୍ରସାଦ ମହାନ୍ତି, ଆକାଶ ପରିଛା, ଜିଲ୍ଲା ସଂଯୋଗ ସୁରେନ୍ଦ୍ର ପଶୟତ ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ଯାଳୟର ବାର୍ଷିକ ଉତ୍ସବ 2024 ପାଳିତ

masiha

ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ

Sunil Chandra Nayak

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

Leave a Comment

error: Content is protected !!