ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ପାଲଟିଛି ମରଣଯନ୍ତା

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁମୁଡା ଠାରେ ଦେଖିବାକୁ ମିଳୁଛି ଏହି ଭଳି ପରିସ୍ଥିତି। ଉକ୍ତ ରାସ୍ତା ଟି ଗୁମୁଡ଼ା ଠାରୁ ବିନଦୋନଗର ସହ ଦୁଇ ରୁ ତିନିଖଣ୍ଡ ଗ୍ରାମକୁ ଜଗାଯୋଗ କରୁଛି । ଏହି ରାସ୍ତା ଦେଇ ସହ ସହ ଲୋକ ଯାତାୟାତ ହୁଅନ୍ତି। ଏହି ରାସ୍ତା ରେ ସ୍କୁଲ, କଲେଜ, ପୋଲିସ ଫାଣ୍ଡି , ଫାୟାର ଷ୍ଟେସନ ରହିଛି। ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ କଲେଜ ପିଲା ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେବ ଏହି ରାସ୍ତା ଟି ଏହି ଭଳି ପଡ଼ିରହିଛି । ବର୍ଷା ଦିନ ହେଲେ ରାସ୍ତା ରେ ଯିବା ଆସିବା ସମସ୍ତଙ୍କ ପାଇଁ ମରଣଯନ୍ତା ପାଲଟିଛି ଯାହା ପ୍ରଶାସନ ର ଦୃଷ୍ଟି ଆକର୍ଷଣ ହୋଇନାହିଁ। ଯଦି ପ୍ରଶାସନ ଏହି ରାସ୍ତା ଟିକୁ ମରାମତି କରନ୍ତି ତା ହେଲେ ଉକ୍ତ ଅଞ୍ଚଳ ର ଲୋକେ ଓ ସ୍କୁଲ୍ କଲେଜ ର ଛାତ୍ର ଛାତ୍ରୀ ଯିବା ଆସିବାରେ କୌଣସି ଅସୁବିଧା ହେବନାହିଁ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Demand for Arrest of Bank Manager After Tribal Man Allegedly Forced to Bring Exhumed Sister’s Remains to Claim ₹19,300 ex MP NIRANJAN BISHI

Sunil Chandra Nayak

ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ର ୧୯୯୯ ମାଟ୍ରିକ ବେଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

ଗୋପବନ୍ଧୁ ନଗର ବଡ଼ପଡ଼ାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ସଚେତନତା ସଭା

Sunil Chandra Nayak

Leave a Comment

error: Content is protected !!