ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ ପେପର୍ ମିଲ୍ସ ତରଫରୁ ଛାତ୍ରୀ ଙ୍କୁ ପଠନ ସାମଗ୍ରୀ ବଣ୍ଟନ

ରାୟଗଡା /ଜେ କେ ପୁର,:- ଆଜି ପାର୍ବତୀ ନଗର ଏଜୁକେସନାଲ କମପ୍ଲେକ୍ସ, କସ୍ତୁରବା ଗାନ୍ଧୀ ନେସନାଲ ଟ୍ରଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜେକେ ପେପର୍ ମିଲ୍ସ ତରଫରୁ 130 ଛାତ୍ରୀ ଙ୍କୁ ସ୍କୁଲ ବେଗ ଏବଂ ପଠନ ସମାଗ୍ରୀ ଖାତା, ପେନ୍ , ପେନସିଲ ଇତ୍ଯାଦି ବଣ୍ଟନ୍ଦ କରାଯାଇ ଥିଲା। 

ଉକ୍ତ କାର୍ଯ୍ୟକ୍ରମ ରେ ଜେକେ ପେପର୍ ମିଲ୍ସ ର ମହା ପ୍ରବନ୍ଧକ ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ। ପିଲାମାନଙ୍କୁ ଉପଦେଶ ଦେଇଥିଲେ କିପରି ଆଗକୁ ଯାଇ ସ୍କୁଲ, ତଥା ଦେଶର ଟେକ ରଖିବେ।  

ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଛାତ୍ରୀ ନିବାସ ପରିଚାଳିକା ଅହଲ୍ୟା ଅପା ଧନ୍ୟବାଦ ଅର୍ପଣ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଆଭାସୀ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ

masiha

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଥିବା ଜୁନାଗଡ଼ ର ୪ ଜଣ ଶ୍ରମିକ ଉଦ୍ଧlର,  ବର୍ତ୍ତମାନ ଆଉ ୨୦ ଜଣ ଶ୍ରମିକ ଠିକାଦାର ଙ୍କ କବଜାରେ 

masiha

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

masiha

Leave a Comment

error: Content is protected !!